‘କୋହଲି ଛାଡ଼ି ଦେବେ, ରୋହିତ୍ ଶର୍ମା ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍’

ନୂଆଦିଲ୍ଲୀ: ପୂର୍ବତନ ୱିକେଟକିପର କିରନ୍ ମୋରେ ଭାରତୀୟ ଟିମ କ୍ୟାପଟେନ୍ ପଦକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୋରେ କହିଛନ୍ତି ଯେ ବିରାଟ୍ କୋହଲି କିଛି ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିପାରନ୍ତି। ତାଙ୍କ ସ୍ଥାନରେ ରୋହିତ୍ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ଭାରତୀୟ କ୍ରିକେଟ୍‌ ଟିମରେ ଗତ କିଛି ସମୟ ଧରି କୋହଲି ଓ ରୋହିତଙ୍କ କ୍ୟାପଟେନ୍ସିକୁ ନେଇ ଚର୍ଚ୍ଚା ଜାରି ରହିଛି। ଅନେକ ଲୋକଙ୍କ ମତରେ କୋହଲିଙ୍କୁ ଧଳା ବଲ୍ କ୍ରିକେଟ୍ ଟିମର ଦାୟିତ୍ୱ […]

Rohit-Sharma-And-Virat-Kohl

Rohit-Sharma-And-Virat-Kohl

Ranjit Kumar Jena
  • Published: Thursday, 27 May 2021
  • Updated: 27 May 2021, 06:13 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ୱିକେଟକିପର କିରନ୍ ମୋରେ ଭାରତୀୟ ଟିମ କ୍ୟାପଟେନ୍ ପଦକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୋରେ କହିଛନ୍ତି ଯେ ବିରାଟ୍ କୋହଲି କିଛି ଫର୍ମାଟର କ୍ୟାପଟେନ୍ ପଦ ଛାଡ଼ିପାରନ୍ତି। ତାଙ୍କ ସ୍ଥାନରେ ରୋହିତ୍ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ଭାରତୀୟ କ୍ରିକେଟ୍‌ ଟିମରେ ଗତ କିଛି ସମୟ ଧରି କୋହଲି ଓ ରୋହିତଙ୍କ କ୍ୟାପଟେନ୍ସିକୁ ନେଇ ଚର୍ଚ୍ଚା ଜାରି ରହିଛି। ଅନେକ ଲୋକଙ୍କ ମତରେ କୋହଲିଙ୍କୁ ଧଳା ବଲ୍ କ୍ରିକେଟ୍ ଟିମର ଦାୟିତ୍ୱ ରୋହିତ୍ ଶର୍ମାଙ୍କୁ ହସ୍ତାନ୍ତର କରିଦେବା ଦରକାର। ଅନ୍ୟପକ୍ଷରେ କ୍ରିକେଟ୍ ପଣ୍ଡିତ ଓ ପ୍ରଶଂସକ କୋହଲିଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

ତେବେ ଏ ନେଇ ମୋରେ କହିଛନ୍ତି, ବିରାଟ୍ କୋହଲି ଜଣେ ଚତୁର କ୍ୟାପଟେନ୍, ଯିଏ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ବହୁତ ମ୍ୟାଚ୍ ଖେଳିଛନ୍ତି। ହେଲେ ସେ କେବେ ଯାଏ ଦିନିକିଆ ଓ ଟି-୨୦ କ୍ରିକେଟରେ କ୍ୟାପଟେନ୍ସି କରିବାକୁ ଚାହୁଁଛନ୍ତି, ତାହା ଦେଖିବାକୁ ବାକି ରହିଲା। ମୋତେ ଲାଗୁଛି ଇଂଲଣ୍ଡ ଗସ୍ତ ପରେ ଏହା ଉପରେ ସେ ନିଶ୍ଚୟ କିଛି ନା କିଛି ନିଷ୍ପତ୍ତି ନେଇପାରନ୍ତି।

ବିରାଟ୍‌ କୋହଲି ଭାରତକୁ ଦ୍ୱିପାକ୍ଷିକ ସିରିଜରେ ରେକର୍ଡର ସଂଖ୍ୟକ ବିଜୟୀ କରାଇଛନ୍ତି, କିନ୍ତୁ ଆଇସିସି ଓ ଆଇପିଏଲ୍ ଟ୍ରଫି ଏଯାଏ ଜିତିପାରିନାହାନ୍ତି। ଅନ୍ୟପକ୍ଷରେ ରୋହିତ୍ ଶର୍ମା ଆଇପିଏଲରେ ୫ଟି ଟାଇଟଲ୍‌ ଜିତିଛନ୍ତି। ତାଙ୍କ ନେତୃତ୍ୱରେ ମଧ୍ୟ ଭାରତ ଏସିଆ କପ୍ ଓ ନିଦାହାସ ଟ୍ରଫି ଜିତିଛି। କିରନ୍ ମୋରେ କହିଛନ୍ତି, ତିନୋଟି ଯାକ ଫର୍ମାଟରେ କ୍ୟାପଟେନ୍ ଦାୟିତ୍ୱ ସମ୍ଭାଳିବା ସହଜ କାମ ନୁହେଁ। କୋହଲି ଏହି ତିନୋଟି ଯାକ ସୁଚାରୁରୂପେ ପ୍ରତିପାଦନ କରିଛନ୍ତି, ତେଣୁ ଏଥିପାଇଁ ସେ ପ୍ରଶଂସାଯୋଗ୍ୟ।

ମୋରେ କହିଛନ୍ତି, ସ୍ପ୍ଲିଟ୍ କ୍ୟାପଟେନ୍ସି ଭାରତରେ କାମ ଦେଇପାରେ। ଭାରତୀୟ ଟିମର ଭବିଷ୍ୟତ ସମ୍ବନ୍ଧରେ ସିନିୟର ଖେଳାଳି କ’ଣ ଭାବନ୍ତି, ତାହା ମହତ୍ତ୍ୱପୂର୍ଣ୍ଣ। ବିରାଟ୍ କୋହଲିଙ୍କ ପକ୍ଷେ ଏକାସାଙ୍ଗରେ ତିନୋଟି ଟିମର କ୍ୟାପଟେନ୍ସି କରିବା ସହଜ ନୁହେଁ ଏବଂ ଏହାସହ ତାଙ୍କୁ ଭଲ ପ୍ରଦର୍ଶନ ମଧ୍ୟ କରିବାକୁ ପଡ଼ିବ। କୋହଲି ମଧ୍ୟ ଏପର୍ଯ୍ୟନ୍ତ କ୍ୟାପଟେନ୍ ସହ ନିଜର ପ୍ରଦର୍ଶନ ମଧ୍ୟ ଜବରଦସ୍ତ କରିଆସିଛନ୍ତି ଏବଂ ଟିମକୁ ଅନେକ ମ୍ୟାଚରେ ବିଜୟୀ ମଧ୍ୟ କରାଇଛନ୍ତି। କିନ୍ତୁ ମୋତେ ଲାଗୁଛି ଏମିତି ଏକ ସମୟ ଆସିବ, ଯେତେବେଳେ ବିରାଟ୍ କୋହଲି କହିବେ ଯେ ଏବେ ବହୁତ ହୋଇଗଲା, ରୋହିତଙ୍କୁ ଟିମର ନେତୃତ୍ୱ ଦିଆଯାଉ।

ମୋରେ କହିଛନ୍ତି, ଯଦି କୋହଲି ଏଭଳି ପଦକ୍ଷେପ ନିଅନ୍ତି, ତାହେଲେ ଏହା ନିଶ୍ଚୟ ଭଲ ପଦକ୍ଷେପ ହେବ। ଏହା ମଧ୍ୟ ଭାରତୀୟ କ୍ରିକେଟ୍‌ ପାଇଁ ଭଲ ବାର୍ତ୍ତା ଯିବ। ଯଦି ରୋହିତ୍ ଶର୍ମା ଭଲ କରୁଛନ୍ତି, ତାହେଲେ ତାଙ୍କୁ ସୁଯୋଗ ମିଳିବା ଦରକାର ଏବଂ ଏହା ଟିମ୍ ପାଇଁ ସମ୍ମାନର କଥା ହେବ। ମୋତେ ଲାଗୁଛି ବିରାଟ୍‌ କୋହଲି ଏଭଳି କାମ କରି ବଡ଼ ଉଦାହରଣ ସୃଷ୍ଟି କରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ମାସରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ କୋହଲି ହୁଏତ ରୋହିତଙ୍କୁ କ୍ୟାପଟେନ୍ ଦାୟିତ୍ୱ ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story