Advertisment

ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ବିଗିଡ଼ି ଯାଇଛି ଗଣିତ

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ର ଅଧାରୁ ଆହତ ସମସ୍ୟା ଯୋଗୁ ହାର୍ଦ୍ଦିକ ପଡ଼ିଆ ଛାଡ଼ି ଥିଲେ। ଏହାପରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତି ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ପଠାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି

ଅଲ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟା ଏବେ ଟିମ ଇଣ୍ଡିଆ ପାଇଁ ବଡ଼ ଚାଲେଞ୍ଜ ଭାବରେ ଛିଡ଼ା ହୋଇଛି। ଷଷ୍ଠ ସ୍ଥାନରେ ବ୍ୟାଟିଂ ସହ ତିନି ନମ୍ବର ସିମର ଭାବରେ ଏକ ବଡ଼ ଦାୟିତ୍ୱ ତୁଲାଇ ଆସୁଥିବା ଏହି ପ୍ଲେୟରଙ୍କ ଅନୁପସ୍ଥିତି ଯେମିତି ମୁଣ୍ଡ ବିନ୍ଧାର କାରଣ ହୋଇଛି। 

Advertisment
Hardik Pandya ICC Men’s Cricket World Cup 2023 ICC World Cup 2023