ଆଇପିଏଲ୍ ୨୦୨୪ ସଂସ୍କରଣର ଆଜି ପ୍ରଥମ କ୍ୱାଲିଫାୟାର୍। ମୁହାଁମୁହିଁ ହେବେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ୍।
ଭଭୟ ଟିମ୍ ମଧ୍ୟରୁ ଆଜି ଯିଏ ଜିତିବ, ସିଏ ଫାଇନାଲ୍ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟାର୍-୨ରେ ଖେଳିବ। କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇସର୍ଜ ହାଇଦ୍ରାବାଦ ଉଭୟ ଟିମ୍ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଟପ୍ ଟିମ୍ରେ ରହିଛନ୍ତି। ତେଣୁ ଆଜିର ମୁକାବିଲା ବେଶ୍ ରୋମାଞ୍ଚକର ହେବ।
Also Read
ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଶେଷ ଲିଗ୍ ମ୍ୟାଚରେ ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ହାଇଦ୍ରାବାଦ୍। କୋଲକଲା ନାଇଟ୍ ରାଇଡର୍ସ ପ୍ଳେ ଅଫର ୩ୟ ସ୍ଥାନରେ ରହିଛି। ଅନ୍ୟପଟେ ଆସନ୍ତାକାଲି ରାଜସ୍ଥାନ ରୟାଲ ଓ ବାଙ୍ଗାଲୋର ଟିମ୍ ଭିତରେ ପ୍ରଥମ ଏଲିମିନେଟର୍ ଟକ୍କର ଦେଖିବାକୁ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଘୋଷଣା ହେଲା ଅଶ୍ୱିନଙ୍କ ବଦଳ ଖେଳାଳିଙ୍କ ନାଁ
ତାଲିକାରେ ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୟୁଜଭେନ୍ଦର ଚହଲ ରହିଥିଲେ ହେଁ ସମସ୍ତଙ୍କୁ ଚକିତ କରି ଜଣେ ଯୁବ ତାରକାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଚୟନ କରାଯାଇଛି।
Cricket
ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ
ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।
Cricket
ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ
ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।
Cricket
ଚାମ୍ପିୟନ୍ସ ଟ୍ରଫି ଓ ଭାରତ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଆହତ ହୋଇଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସ ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି।
Cricket
ଅଶ୍ୱିନଙ୍କୁ ଚିଠି ଲେଖିଲେ ମୋଦି, କହିଲେ- ଆପଣଙ୍କ କ୍ୟାରମ୍ ବଲ୍ ସମସ୍ତଙ୍କୁ ବୋଲ୍ଡ କରିଦେଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଥିବା ଚିଠିରେ ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି। ଅଶ୍ୱିନଙ୍କ ଅଫ୍ ସ୍ପିନରେ ଥିବା ଜଲୱା ଓ ବିପକ୍ଷ ବ୍ୟାଟରଙ୍କୁ ଘାଇଲା କରିବାର କ୍ଷମତା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।