Advertisment

ଆଜି ପ୍ରଥମ କ୍ୱାଲିଫାୟାର୍, ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

ଭଭୟ ଟିମ୍‌ ମଧ୍ୟରୁ ଆଜି ଯିଏ ଜିତିବ, ସିଏ ଫାଇନାଲ୍‌ରେ ଏଣ୍ଟ୍ରି କରିବ।

KKR vs SRH

KKR vs SRH

Advertisment

ଆଇପିଏଲ୍ ୨୦୨୪ ସଂସ୍କରଣର ଆଜି ପ୍ରଥମ କ୍ୱାଲିଫାୟାର୍। ମୁହାଁମୁହିଁ ହେବେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ୍।

Advertisment

ଭଭୟ ଟିମ୍‌ ମଧ୍ୟରୁ ଆଜି ଯିଏ ଜିତିବ, ସିଏ ଫାଇନାଲ୍‌ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍‌ କ୍ୱାଲିଫାୟାର୍‌-୨ରେ ଖେଳିବ। କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇସର୍ଜ ହାଇଦ୍ରାବାଦ ଉଭୟ ଟିମ୍‌ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟର ଟପ୍‌ ଟିମ୍‌ରେ ରହିଛନ୍ତି। ତେଣୁ ଆଜିର ମୁକାବିଲା ବେଶ୍‌ ରୋମାଞ୍ଚକର ହେବ।

ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଶେଷ ଲିଗ୍ ମ୍ୟାଚରେ ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ହାଇଦ୍ରାବାଦ୍। କୋଲକଲା ନାଇଟ୍ ରାଇଡର୍ସ ପ୍ଳେ ଅଫର ୩ୟ ସ୍ଥାନରେ ରହିଛି। ଅନ୍ୟପଟେ ଆସନ୍ତାକାଲି ରାଜସ୍ଥାନ ରୟାଲ ଓ ବାଙ୍ଗାଲୋର ଟିମ୍ ଭିତରେ ପ୍ରଥମ ଏଲିମିନେଟର୍ ଟକ୍କର ଦେଖିବାକୁ ମିଳିବ।

Advertisment
IPL 2024 IPL Qualifier-1Match Kolkata Knight Riders Vs Sunrisers Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe