ଅଣ୍ଡର୍-୧୯ ଏସିଆ କପ୍: ଭାରତ-ବାଂଲା ସେମି ଲଢ଼େଇ

ନୂଆଦିଲ୍ଲୀ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-୧୯ ଏସିଆ କପର ଶେଷ ଲିଗ୍ ମ୍ୟାଚ୍ କୋଭିଡ୍-୧୯ ସଂକ୍ରମଣ କାରଣରୁ ବାତିଲ୍ ହେବା କରିଦିଆଯାଇଛି। ଯାହା ପରେ ସେମିରେ ଭାରତର ସାମ୍ନା ବାଂଲାଦେଶ ସହ ହେବା ସ୍ଥିର ହୋଇଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ହିଁ ସେମିଫାଇନାଲକୁ କ୍ୱାଲିଫାଏ କରିସାରିଥିଲେ। ଉନ୍ନତ ନେଟ୍ ରନରେଟ୍ ଆଧାରରେ ବାଂଲାଦେଶ ଗ୍ରୁପ୍-ଏ’ର ଶୀର୍ଷରେ ରହିଛି। ଆସନ୍ତା ୩୦ […]

india11

india11

Ranjit Kumar Jena
  • Published: Tuesday, 28 December 2021
  • Updated: 28 December 2021, 10:22 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଅଣ୍ଡର୍-୧୯ ଏସିଆ କପ୍ କ୍ରିକେଟର ସେମିଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-୧୯ ଏସିଆ କପର ଶେଷ ଲିଗ୍ ମ୍ୟାଚ୍ କୋଭିଡ୍-୧୯ ସଂକ୍ରମଣ କାରଣରୁ ବାତିଲ୍ ହେବା କରିଦିଆଯାଇଛି। ଯାହା ପରେ ସେମିରେ ଭାରତର ସାମ୍ନା ବାଂଲାଦେଶ ସହ ହେବା ସ୍ଥିର ହୋଇଛି। ବାଂଲାଦେଶ ଓ ଶ୍ରୀଲଙ୍କା ପୂର୍ବରୁ ହିଁ ସେମିଫାଇନାଲକୁ କ୍ୱାଲିଫାଏ କରିସାରିଥିଲେ।

ଉନ୍ନତ ନେଟ୍ ରନରେଟ୍ ଆଧାରରେ ବାଂଲାଦେଶ ଗ୍ରୁପ୍-ଏ’ର ଶୀର୍ଷରେ ରହିଛି। ଆସନ୍ତା ୩୦ ତାରିଖରେ ଟିମର ସାମ୍ନା ଭାରତ ସହ ହେବ। ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାର ସାମ୍ନା ପାକିସ୍ତାନ ସହ ୩୦ ତାରିଖରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍ ଜାନୁଆରୀ ୧ ତାରିଖରେ ଖେଳାଯିବ।

https://twitter.com/ACCMedia1/status/1475758204550205442?s=20

https://twitter.com/ACCMedia1/status/1475758810362900484?s=20

ଗ୍ରୁପ୍-ଏ’ରେ ପାକିସ୍ତାନ ଟିମ୍ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ ତିନୋଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଭାରତ ତିନିରୁ ଦୁଇ ମ୍ୟାଚ୍ ଜିତି ଦ୍ୱିତୀୟରେ ରହିଛି। ଭାରତ ଗୋଟିଏ ମ୍ୟାଚ୍ ପାକିସ୍ତାନ ନିକଟରୁ ହାରିଥିଲା। ଏବେ ଯେଉଁଭଳି ଭାବେ ସେମିଫାଇନାଲ୍ କାର୍ଯ୍ୟସୂଚୀ ସ୍ଥିର ହୋଇଛି, ତାକୁ ଦୃଷ୍ଟିରେ ରଖି ଫାଇନାଲରେ ଭାରତ ଓ ପାକିସ୍ତାନ ପୁଣିଥରେ ମୁହାଁମୁହିଁ ହୋଇପାରନ୍ତି। ଏହାଦ୍ୱାରା ମ୍ୟାଚ୍ ବହୁତ ରୋମାଞ୍ଚକର ହୋଇପାରେ।

ଗ୍ରୁପ୍-ବି’ର ଶେଷ ମ୍ୟାଚରେ ୩୨.୪ ଓଭରର ଖେଳ ଶେଷ ହୋଇସାରିଥିଲା। ତେବେ ଏହି ସମୟରେ ଦୁଇ ଅଫିସିଆଲ୍ସଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ମ୍ୟାଚକୁ ତୁରନ୍ତ ବାତିଲ କରିଦିଆଯାଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୩୨.୪ ଓଭରରେ ୪ ୱିକେଟ ହରାଇ ୧୩୦ ରନ୍ କରିଥିଲା। ଆରିଫୁଲ ଇସଲାମ ୧୯ ଓ ମହମ୍ମଦ ଫହୀମ୍ ୨୭ ରନ୍ କରି ଅପରାଜିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story