ଟିମ୍ ଇଣ୍ଡିଆ ଟେଷ୍ଟ ସ୍କ୍ୱାଡରେ ଉମେଶ ଯାଦବ ସାମିଲ୍

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର। ଅଭିଜ୍ଞ ପେସ୍ ବୋଲର ଉମେଶ ଯାଦବ ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ‍ଏବଂ ସେ ପରବର୍ତ୍ତୀ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଉମେଶଙ୍କ ଫେରିବା ପରେ ଟିମରୁ ବାଦ୍ ପଡ଼ିଛନ୍ତି ଶାର୍ଦ୍ଦୁଲ ଠାକୁର। ଶାର୍ଦ୍ଦୁଲଙ୍କୁ ଏବେ ବିଜୟ ହଜାରେ ଟ୍ରଫି ପାଇଁ ରିଲିଜ୍ କରିଦିଆଯାଇଛି। ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଉମେଶ ଯାଦବ ରବିବାର […]

umesh

umesh

Ranjit Kumar Jena
  • Published: Monday, 22 February 2021
  • Updated: 22 February 2021, 09:43 PM IST

Sports

Latest News

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର। ଅଭିଜ୍ଞ ପେସ୍ ବୋଲର ଉମେଶ ଯାଦବ ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ‍ଏବଂ ସେ ପରବର୍ତ୍ତୀ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଉମେଶଙ୍କ ଫେରିବା ପରେ ଟିମରୁ ବାଦ୍ ପଡ଼ିଛନ୍ତି ଶାର୍ଦ୍ଦୁଲ ଠାକୁର। ଶାର୍ଦ୍ଦୁଲଙ୍କୁ ଏବେ ବିଜୟ ହଜାରେ ଟ୍ରଫି ପାଇଁ ରିଲିଜ୍ କରିଦିଆଯାଇଛି।

ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ‘ଉମେଶ ଯାଦବ ରବିବାର ଫିଟନେସ୍ ଟେଷ୍ଟ ଦେଇଥିଲେ। ସେ ଏହି ଟେଷ୍ଟ କ୍ଲିୟର୍ କରିନେଇଛନ୍ତି ଏବଂଇ ତାଙ୍କୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପରବର୍ତ୍ତୀ ମ୍ୟାଚ୍ ପାଇଁ ସ୍କ୍ୱାଡରେ ସାମିଲ କରାଯାଇଛି।’ ସେହିପରି ଶାର୍ଦ୍ଦୁଲ ଏ‍ବେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଖେଳିବେ।

ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଟେଷ୍ଟରେ ଉମେଶ ଆହତ ହୋଇଥିଲେ। ଯାହା ପରେ ପୂରା ସିରିଜରୁ ବାଦ୍ ପଡ଼ିଥିଲେ। ବୁଧବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଥିବା ପିଙ୍କ ବଲୋ ଟେଷ୍ଟରେ ଭାରତ ଯଦି ତିନି ଜଣ ପେସରଙ୍କୁ ସୁଯୋଗ ଦିଏ, ତାହେଲେ ଉମେଶ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ବର୍ତ୍ତମାନ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି।

ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ୍: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍, ଶୁବମନ୍ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଭାଇସ୍-କ୍ୟାପଟେନ୍), ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ-କିପର), ଋଦ୍ଧିମାନ ସାହା (ୱିକେଟ୍-କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story