Advertisment

ଆଇପିଏଲ: କେଉଁ ଦଳ ପାଖରେ କେଉଁ ଖେଳାଳି ଓ କେତେ ଟଙ୍କା ରହିଲା?

ରେକର୍ଡ ୧୭ .୫୦ କୋଟିରେ ମୁମ୍ବାଇ କିଣିଥିବା କାମେରନ ଗ୍ରୀନଙ୍କୁ ଆରସିବିକୁ ଯାଇଛନ୍ତି।

IPL

IPL

Advertisment

ଆସନ୍ତା ମାସରେ ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ ହେବ। ସମ୍ଭବତଃ ଏହି ନିଲାମ ପ୍ରକ୍ରିୟା ଦୁବାଇରେ କରାଯିବ। ଏହାପୂର୍ବରୁ ଆଇପିଏଲର ୧୦ଟି ଯାକ ଫ୍ରାଞ୍ଚାଜ୍‌ ସେମାନଙ୍କ ଟିମ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। ରବିବାର ରିଲିଜ୍ ଓ ଟ୍ରେଡର ଶେଷ ଦିନ ଥିଲା। ଶେଷ ଦିନରେ ମୁମ୍ବାଇ ଇଣ୍ଡିଆ ୧୫ କୋଟି ଟଙ୍କା ବଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସରୁ ଆଣିଛି।

Advertisment

ସେହିପରି ରେକର୍ଡ ୧୭ .୫୦ କୋଟିରେ ମୁମ୍ବାଇ କିଣିଥିବା କାମେରନ ଗ୍ରୀନଙ୍କୁ ଆରସିବିକୁ ଯାଇଛନ୍ତି। ଏହି ଦୁଇ ବଡ଼ ଟ୍ରେଡ ପରେ କେଉଁ ଦଳ ପାଖରେ କେତେ ଟଙ୍କା ରହିଛି? କେଉଁ ଖେଳାଳି କାହା ପାଖରେ ରହିଲେ ଆସନ୍ତୁ ଜାଣିବା...

୧- ଚେନ୍ନାଇ ସୁପର କିଙ୍ଗସ:ଅଜୟ ମଣ୍ଡଳ, ଅଜିଙ୍କ୍ୟ ରାହାଣେ, ଦୀପକ ଚହର, ଡେଭନ କନୱେ, ମହୀଶ ତିକଶାନା, ମଥିଶା ପଥିରାଣା, ମିଚେଲ ସାଣ୍ଟନର, ମୋଇନ ଅଲୀ, ମହେନ୍ଦ୍ର ସିଂହ ଧୋନି, ମୁକେଶ ଚୌଧୁରୀ, ନିଶାନ୍ତ ସାନ୍ଧୁ, ପ୍ରଶାନ୍ତ ସୋଲାଙ୍କି, ରାଜବର୍ଦ୍ଧନ ହଙ୍ଗାରେକର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶେଖ ରଶୀଦ, ଶିବମ ଦୁବେ, ସିମରଜୀତ ସିଂହ ଓ ତୁଷାର ଦେଶପାଣ୍ଡେ।

Advertisment

କେତେ ଟଙ୍କା ରହିଛି: ୩୧.୪ କୋଟି

୨- ଦିଲ୍ଲୀ କ୍ୟାପିଟାଲ୍ସ: ଅଭିଷେକ ପୋରେଲ, ଅନରିଚ ନୋର୍ଖିୟା, ଅକ୍ଷର ପଟେଲ, ଡାଭିଡ ୱାର୍ଣ୍ଣର, ଈଶାନ୍ତ ଶର୍ମା, କୁଲଦୀପ ଯାଦବ, ଲଳିତ ଯାଦବ, ଲୁଙ୍ଗି ଏନଗିଡି, ମିଚେଲ ମାର୍ଶ, ମୁକେଶ କୁମାର, ପ୍ରବୀଣ ଦୁବେ, ପୃଥ୍ୱୀ ଶ’, ଋଷଭ ପନ୍ତ, ଖଲୀଲ ଅହମଦ, ବିକ୍କି ଓସ୍ତୱାଲ ଓ ୟଶ ଧୁଲ।

କେତେ ଟଙ୍କା ରହିଛି: ୨୮.୯୫ କୋଟି

୩- ଗୁଜରାଟ ଟାଇଟନ୍ସ: ଅଭିନବ ଏସ, ବି ସାଇ ସୁଦର୍ଶନ, ଦର୍ଶନ ନଲକାଣ୍ଡେ, ଡାଭିଡ ମିଲର, ଜୟନ୍ତ ଯାଦବ, ଜୋଶୁଆ ଲିଟଲ, କେନ ୱିଲିୟମସନ, ମାଥ୍ୟୁ ୱେଡ, ମହମ୍ମଦ ଶାମି, ମୋହିତ ଶର୍ମା, ନୁର ଅହମଦ, ଆର ସାଇ କିଶୋର, ରାହୁଲ ତେୱାତିଆ, ରାଶିଦ ଖାନ, ଶୁବମନ ଗିଲ, ବିଜୟ ଶଙ୍କର ଓ ଋଦ୍ଧିମାନ ସାହା।

କେତେ ଟଙ୍କା ଅଛି: ୩୮.୧୫ କୋଟି

୪- କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ, ଅଙ୍କୁଲ ରୟ, ହର୍ଶିତ ରାଣା, ଜାସନ ରୟ, ନୀତୀଶ ରାଣା, ରହମନୁଲ୍ଲା ଗୁରବାଜ, ରିଙ୍କୁ ସିଂହ, ଶ୍ରେୟସ ଆୟର, ସୁନୀଲ ନାରିନ, ସୂୟଶ ଶର୍ମା, ବୈଭବ ଅରୋରା, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟର

କେତେ ଟଙ୍କା ଅଛି: ୩୨.୭ କୋଟି

୫- ଲକ୍ଷ୍ନୌ ସୁପର ଜାଏଣ୍ଟସ: ଅମିତ ମିଶ୍ରା, ଆୟୁଷ ବଦୋନି, ଦୀପକ ହୁଡ୍ଡା, ଦେବଦତ୍ତ ପାଡିକ୍କଲ(ଟ୍ରେଡ), କେ ଗୌତତମ, କେଏଲ ରାହୁଲ, କୃନାଲ ପାଣ୍ଡ୍ୟା, କାୟଲ ମେୟର୍ସ, ମାର୍କସ ଷ୍ଟୋଇନିସ, ମାର୍କ ଉଡ, ମୟଙ୍କ ଯାଦବ, ମୋହଶିନ ଖାନ, ନବୀନ ଉଲ ହକ, ନିକୋଲସ ପୁରନ, ପ୍ରେରକ ମଙ୍କଡ, କ୍ୱିଣ୍ଟନ ଡି’କକ, ରବି ବିଷ୍ଣୋଇ, ୟଶ ଠାକୁର ଓ ଯୁଦ୍ଧବୀର।

କେତେ ଟଙ୍କା ରହିଛି: ୧୩.୧୫ କୋଟି

୬- ମୁମ୍ବାଇ ଇଣ୍ଡିଆନ୍ସ: ଆକାଶ ମାଧୱାଲ, ଅର୍ଜୁନ ତେନ୍ଦୁଲକର, ଡେୱାଲ ବ୍ରେଭିସ, ଈଶାନ କିଶନ, ଜାସନ ବେହର୍ନଡ୍ରଫ, ଯଶପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ ସିଂହ, ତିଲକ ବର୍ମା, ନେହାଲ ୱାଧେରା, ପୀୟୂଷ ଚାୱଲା, ରୋହିତ ଶର୍ମା, ରୋମାରିଓ ଶେର୍ଫଡ, ଶାମସ ମୁଲାନି, ସୂର୍ଯ୍ୟ କୁମାର ଯାଦବ, ଟିମ ଡାଭିଡ, ବିଷ୍ଣୁ ବିନୋଦ, ହାର୍ଦ୍ଦିକ ପାଣ୍ଡ୍ୟା(ଟ୍ରେଡ)।

କେତେ ଟଙ୍କା ରହିଛି: ୧୭.୭୫ କୋଟି

୭ – ପଞ୍ଜାବ କିଙ୍ଗସ: ଅର୍ଶଦୀପ ସିଂହ, ଅର୍ଥବ ଟାଇଡେ, ହରପ୍ରୀତ ବ୍ରାର୍‌, ହରପ୍ରୀତ ଭାଟିଆ, ଜିତେଶ ଶର୍ମା, ଜନ୍ନି ବେୟାରଷ୍ଟୋ, କାଗିସୋ ରବାଡା, ଲିଆମ ଲିଭଙ୍ଗଷ୍ଟୋନ, ନାଥନ ଏଲିସ, ପ୍ରବସିମରନ ସିଂହ, ରାହୁଲ ଚହର, ଋଷି ଧୱନ, ସାମ କୁରାନ, ଶିଖର ଧୱନ, ଶିବମ ସିଂହ, ଶିକନ୍ଦର ରାଜା ଓ ବିଦୱାଥ କାଭେରପ୍ପା।

କେତେ ଟଙ୍କା ରହିଛି: ୨୯.୧ କୋଟି

୮- ରାଜସ୍ଥାନ ରୟାଲ୍ସ: ଆଡାମ ଜାମ୍ପା, ଆବେଶ ଖାନ(ଟ୍ରେଡ), ଧ୍ରୁବ ଜୁରେଲ, ଡୋନୋଭାନ ଫେରେଇରା, ଜୋଶ ବଟଲର, କୁଲଦୀପ ସେନ, କୁନାଲ ରାଠୋର, ନବଦୀପ ସୈନି, ପ୍ରସିଦ୍ଧ କ୍ରିଷ୍ଣା, , ଆର ଅଶ୍ୱିନ, ରିୟାନ ପରାଗ, ସନ୍ଦୀପ ଶର୍ମା, ସଞ୍ଜୁ ସାମସନ, ଶିମରନ ହେଟମେୟର, ଟ୍ରେଣ୍ଟ ବୋଲ୍ଟ, ଯଶସ୍ୱୀ ଜୈସୱାଲ, ୟୁଜଭେନ୍ଦର ଚହଲ।

କେତେ ଟଙ୍କା ରହିଛି : ୧୪.୫ କୋଟି ଟଙ୍କା

୯- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର:ଆକାଶ ଦୀପ, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ଫାଫ ଡୁପ୍ଲେସିସ, ଗ୍ଲେନ ମ୍ୟାକ୍ସୱେଲ, ହିଂମାଶୁ ଶର୍ମା, କରନ ଶର୍ମା, ମହିପାଲ ଲୋମରୋର, ମନୋଜ ଭାଣ୍ଡାଗେ, ମୟଙ୍କ ଡାଗର(ଟ୍ରେଡ), ମହମ୍ମଦ ସିରାଜ, ରଞ୍ଜନ କୁମାର, ରଜତ ପାଟିଦାର, ରିସ ଟୋପଲେ, ସୂୟଶ ପ୍ରଭୁଦେଶାଇ, ବିରାଟ କୋହଲି, ବୈଶାଖ ବିଜୟ କୁମାର, ୱିଲ ଜ୍ୟାକ୍ସ ଓ କାମେରନ ଗ୍ରୀନ(ଟ୍ରେଡ)

କେତେ ଟଙ୍କା ରହିଛି: ୨୩.୨୫ କୋଟି ଟଙ୍କା

୧୦- ସନ ରାଇଜର୍ସ ହାଇଦ୍ରାବାଦ: ଅବଦୁଲ ସାମଦ, ଅଭିଷେକ ଶର୍ମା, ଏଡେନ ମାର୍କରମ, ଅନମୋଲପ୍ରୀତ ସିଂହ, ଭୁବନେଶ୍ୱର କୁମାର, ଫଜଲହକ ଫାରୁକି, ଗ୍ଲେନ ଫିଲିପ୍ସ, ହେନରିଚ କ୍ଲାସେନ, ମାର୍କୋ ୟାନସେନ, ମୟଙ୍କ ଅଗ୍ରୱାଲ, ମୟଙ୍କ ମାର୍କଣ୍ଡେ, ନୀତୀଶ କୁମାର ରେଡ୍ଡୀ, ରାହୁଲ ତ୍ରିପାଠୀ, ସନବୀର ସିଂହ, ଶହବାଜ ଅହମଦ(ଟ୍ରେଡ), ଟି ନଟରାଜନ, ଉମରାନ ମିଲିକ, ଉପେନ୍ଦ୍ର ଯାଦବ ଓ ୱାଶିଂଟନ ସୁନ୍ଦର।

କେତେ ଟଙ୍କା ରହିଛି: ୩୪ କୋଟି ଟଙ୍କା

IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe