ଭେଙ୍କଟେଶଙ୍କ ଅର୍ଦ୍ଧଶତକ, କେକେଆର୍ ୧୬୫/୭

ଦୁବାଇ: ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟରଙ୍କ ଦମଦାର ଅର୍ଦ୍ଧଶତକ ଓ ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ଆଇପିଏଲର ୪୫ତମ ମ୍ୟାଚରେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୫ ରନ୍ କରିଛି। ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ପଞ୍ଜାବକୁ ୧୬୬ ରନ୍ କରିବାକୁ ପଡ଼ିବ। କେକେଆର୍ ପକ୍ଷରୁ ଆୟର୍ ସର୍ବାଧିକ ୪୯ ବଲରେ ୯ ଚୌକା ଓ ୧ ଛକା ସହ ୬୭ […]

iyer

iyer

Ranjit Kumar Jena
  • Published: Friday, 01 October 2021
  • Updated: 01 October 2021, 09:28 PM IST

Sports

Latest News

ଦୁବାଇ: ଯୁବ ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଆୟରଙ୍କ ଦମଦାର ଅର୍ଦ୍ଧଶତକ ଓ ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଶୁକ୍ରବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ଆଇପିଏଲର ୪୫ତମ ମ୍ୟାଚରେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୫ ରନ୍ କରିଛି। ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ପଞ୍ଜାବକୁ ୧୬୬ ରନ୍ କରିବାକୁ ପଡ଼ିବ। କେକେଆର୍ ପକ୍ଷରୁ ଆୟର୍ ସର୍ବାଧିକ ୪୯ ବଲରେ ୯ ଚୌକା ଓ ୧ ଛକା ସହ ୬୭ ରନ୍ ଏବଂ ନୀତୀଶ ମାତ୍ର ୧୮ ବଲରେ ୨ ଚୌକା ଓ ୨ ଛକା ସହ ଦ୍ରୁତ ୩୧ ରନ୍ କରିଥିଲେ।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆରକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଖରାପ ଫର୍ମରେ ଥିବା ଶୁବମନ୍ ଗିଲ୍ ୭ ରନ୍ କରି ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲା। ଆୟର୍ ଓ ରାହୁଲ ତ୍ରିପାଠୀ ଦ୍ୱିତୀୟ ୱିକେଟ୍ ପାଇଁ ୭୨ ରନର ଯୋଗଦାନ କରିଥିଲେ। ରାହୁଲ୍ ୩୪ (୨୬ ବଲ୍, ୩ ଚୌକା ଓ ୧ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ନୀତୀଣ ରାଣା ମଧ୍ୟ ପ୍ରତିପକ୍ଷ ବୋଲରଙ୍କୁ ଖୁବ୍ ଛେଛିଥିଲେ। ତେବେ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ ଆୟର୍ ନିଜ ୱିକେଟ୍ ହରାଇ ବସିଥିଲେ। ଟିମର ସ୍କୋର ୧୨୦ ଥିବା ବେଳେ ଭେଙ୍କଟେଶଙ୍କୁ ରବି ବିଷ୍ଣୋଇ ଆଉଟ୍ କରିଥିଲେ। କ୍ୟାପଟେନ୍ ଇଅନ୍ ମୋର୍ଗାନ୍ କ୍ରମାଗତ ନିରାଶ କରିଛନ୍ତି। ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଛନ୍ତି।

ନୀତୀଶ ଓ ଦିନେଶ କାର୍ତ୍ତିକଙ୍କ ଆଉଟ୍ ପରେ କେକେଆରର ରନ୍ ଗତି ସାମାନ୍ୟ ହ୍ରାସ ପାଇଥିଲା। ଯାହା ଫଳରେ କେକେଆର୍ ୧୬୫ ରନ୍ କରିବାକୁ ସକ୍ଷମ ହୋଇଛି। ପଞ୍ଜାବ କିଙ୍ଗସ୍ ପକ୍ଷରୁ ଅର୍ଶଦୀପ ସିଂହ ୩ଟି, ରବି ବିଷ୍ଣୋଇ ୨ଟି ଓ ମହମ୍ମଦ ଶାମି ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story