ବିରାଟଙ୍କ ଶତକ ପରେ ଭୁବନେଶ୍ୱରଙ୍କୁ ୫ ୱିକେଟ, ହାରିଲା ଆଫଗାନିସ୍ତାନ

ଦୁବାଇ: ଏସିଆ କପରୁ ବାଦ ପଡ଼ି ସାରିଥିବା ଭାରତ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଛି। ପ୍ରଥମେ ବିରାଟ କୋହଲି ବିସ୍ଫୋରକ ୧୨୨ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଭୁବନେଶ୍ୱର କୁମାର। ସେ ୪ ଓଭରରେ ୪ ରନ ଦେଇ ୫ ଜଣ ଆଫଗାନ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଭାରତ ଦେଇଥିବା ୨୧୩ ରନର ଟାର୍ଗେଟକୁ ପିଛା କରୁଥିବାର ଆଫଗାନ ମାତ୍ର ୧୧୧ ରନରେ ଅଟକି ଯାଇଛି। […]

Bhubaneswar

Bhubaneswar

Hemant Lenka
  • Published: Thursday, 08 September 2022
  • Updated: 08 September 2022, 10:51 PM IST

ଦୁବାଇ: ଏସିଆ କପରୁ ବାଦ ପଡ଼ି ସାରିଥିବା ଭାରତ ଆଜି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଛି। ପ୍ରଥମେ ବିରାଟ କୋହଲି ବିସ୍ଫୋରକ ୧୨୨ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଭୁବନେଶ୍ୱର କୁମାର। ସେ ୪ ଓଭରରେ ୪ ରନ ଦେଇ ୫ ଜଣ ଆଫଗାନ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ଭାରତ ଦେଇଥିବା ୨୧୩ ରନର ଟାର୍ଗେଟକୁ ପିଛା କରୁଥିବାର ଆଫଗାନ ମାତ୍ର ୧୧୧ ରନରେ ଅଟକି ଯାଇଛି। ଫଳରେ ଟିମ ଇଣ୍ଡିଆ ୧୦୧ ରନର ବିଜୟ ସହ ନିଜର ଏସିଆ କପ ଅଭିଯାନ ଶେଷ କରିଛି।

ବିରାଟ କୋହଲିଙ୍କ ୬୧ ବଲରେ ୧୨୨, କେଏଲ ରାହୁଲଙ୍କ ୬୨ ଓ ଋଷଭ ପନ୍ତଙ୍କ ଅପରାଜିତ ୨୦ ରନ ବଳରେ ଭାରତର ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୧୨ ରନ କରିଥିଲା। ୨୧୩ ରନର ଟାର୍ଗେଟ ପାଇଥିବା ଆଫଗାନିସ୍ତାନ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭୁବନେଶ୍ୱର କୁମାର ନିଜର ପ୍ରଥମ ଓଭରରେ ଦୁଇ ଓପନର ହଜରତୁଲ୍ଲା ଜଜାଇ ଓ ରହମନୁଲ୍ଲା ଗୁରବାଜଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେ ନିଜର ଦ୍ୱିତୀୟ ଓଭରେ କରିମ ଜନତ(୨) ଓ ନିଜିବୁଲ୍ଲା ଜର୍ଦାନ(୦)ଙ୍କୁ ଆଉଟ କରିଥିଲେ।

ସେହିପରି ନିଜ ସ୍ପେଲର ଶେଷ ଓଭରେ ସେ ଅଜମତୁଲ୍ଲା ଓମାରଜାଇ(୧)ଙ୍କୁ ଆଉଟ କରି ନିଜର ୫ମ ୱିକେଟ ଦଖଲ କରିଥିଲେ। ଏହାପୂର୍ବରୁ ଅର୍ଶଦୀପ ସିଂହ ଆଫଗାନ ଅଧିନାୟକ ମହମ୍ମଦ ନାବି(୭)ଙ୍କ ୱିକେଟ ନେଇଥିଲେ।

୨୧ ରନରେ ୬ ୱିକେଟ ହରାଇଥିବା ଆଫଗାନକୁ ଇବ୍ରାହିମ ଜର୍ଦାନ ଓ ରଶିଦ ଖାନ(୧୫) ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ଦଳୀୟ ସ୍କୋରକୁ ୫୪ରେ ପହଞ୍ଚାଇଥିବା ବେଳେ ଦୀପକ ହୁଡ୍ଡା ଏହି ଯୋଡ଼ିକୁ ଭାଙ୍ଗି ଦେଇଥିଲେ। ସେ ରଶିଦ ଖାନଙ୍କୁ ଆଉଟ କରି ଆଫଗାନିସ୍ତାନକୁ ୭ମ ଝଟକା ଦେଇଥିଲେ।

୮୭ ରନରେ ରବି ଅଶ୍ୱିନ ୧୮ ରନ କରିଥିବା ମୁଜୀବ ଉର ରହମାନଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଶେଷ ଯାଏ ଇବ୍ରାହିମ ନଟଆଉଟ ରହିବା ସହ ଦଳ ପାଇଁ ସର୍ବାଧିକ ୬୪ ରନର ଇନିଂସ ଖେଳିଛନ୍ତି। ତାଙ୍କ ସହ କ୍ରିଜ୍‌ରେ ୨୦ ଓଭର ଶେଷ ହେବା ଯାଏ ଫରୀଦ ଅହମଦ(୧) ସାଥ ଦେଇଥିଲେ।

ଭାରତ ମ୍ୟାଚକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବାରୁ ଦୀନେଶ କାର୍ତ୍ତିକ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ସେ ୧୮ ରନ ଖର୍ଚ୍ଚ କରିଥିଲେ ମଧ୍ୟ ଆଫଗାନ କେବଳ ୮ ୱିକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ୧୦୧ ରନରେ ମ୍ୟାଚ୍‌କୁ ଜିତି ନେଇଛି।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୫ଟି ୱିକେଟ ନେଇଥିବା ବେଳେ ଅର୍ଶଦୀପ, ଦୀପକ ହୁଡ୍ଡା ଓ ଅଶ୍ୱିନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story