କୋହଲି କହିଲେ, ଦୟାକରି ଝିଅର ଫଟୋ ଉଠାନ୍ତୁ ନାହିଁ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ କରିସାରିଛନ୍ତି। ଏହା ପୂର୍ବରୁ କୋହଲିଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ କୋହଲି ଫଟୋଗ୍ରାଫରଙ୍କୁ ଅନୁରୋଧ କରିଛନ୍ତି ଯେ ଦୟାକରି ଝିଅ ଭାମିକାର ଫଟୋ ଉଠାନ୍ତୁ ନାହିଁ। ଭାରତୀୟ ଟିମ୍ ଯେତେବେଳେ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିଲା, ସେତେବେଳେ କୋହଲି ଫଟୋଗ୍ରାଫରଙ୍କୁ ଏଭଳି ଅନୁରୋଧ କରିଥିଲେ। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କୋହଲି ତାଙ୍କ […]

kohli

kohli

Ranjit Kumar Jena
  • Published: Friday, 17 December 2021
  • Updated: 17 December 2021, 10:12 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ୍ ବିରାଟ୍ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ କରିସାରିଛନ୍ତି। ଏହା ପୂର୍ବରୁ କୋହଲିଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ କୋହଲି ଫଟୋଗ୍ରାଫରଙ୍କୁ ଅନୁରୋଧ କରିଛନ୍ତି ଯେ ଦୟାକରି ଝିଅ ଭାମିକାର ଫଟୋ ଉଠାନ୍ତୁ ନାହିଁ।

ଭାରତୀୟ ଟିମ୍ ଯେତେବେଳେ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିଲା, ସେତେବେଳେ କୋହଲି ଫଟୋଗ୍ରାଫରଙ୍କୁ ଏଭଳି ଅନୁରୋଧ କରିଥିଲେ। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ସହ ଟିମ୍ ବସରୁ ବାହାରୁଥିଲେ।

କୋହଲି ବସରୁ ବାହାରକୁ ଆସିବା ପରେ କହିଲେ, ବେବିର (ଝିଅ) ଫଟୋ ଉଠାନ୍ତୁ ନାହିଁ। ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ବିରାଟଙ୍କ ପତ୍ନୀ ଅନୁଷ୍କାଙ୍କ ଚଳିତ ବର୍ଷ ଜାନୁଆରୀ ମାସରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖରୁ ସେଞ୍ଚୁରିଅନରେ ଆରମ୍ଭ ହେବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଏବଂ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକା ଗସ୍ତ ବିରାଟ୍ କୋହଲିଙ୍କ ପାଇଁ ବହୁତ ଖାସ ହେବାକୁ ଯାଉଛି। କାରଣ ଏବେ ସେ ଦିନିକିଆ ଓ ଟି-୨୦ କ୍ୟାପଟେନ୍ ପଦରେ ନହାନ୍ତି। ଏବେ ତାଙ୍କ ପାଖରେ କେବଳ ଟେଷ୍ଟ ଟିମର କ୍ୟାପଟେନ୍ସି ରହିଛି। ଏଥିପାଇଁ ସେ ଟେଷ୍ଟ ସିରିଜ୍ ଜିତିବାକୁ ଚାହିଁବେ। ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ମାଟିରେ ଟିମ୍ ଇଣ୍ଡିଆକୁ ପ୍ରଥମଥର ଟେଷ୍ଟ ସିରିଜ୍ ଜିତିବାକୁ ମଧ୍ୟ କୋହଲି ଲକ୍ଷ୍ୟ ରଖିଛନ୍ତି।

View this post on Instagram

A post shared by Viral Bhayani (@viralbhayani)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story