ବିରାଟ୍ ବିସ୍ଫୋରଣ! ପରସ୍ପରକୁ ସାମ୍ନା କରିପାରିବେ ତ କୋହଲି-ଗାଙ୍ଗୁଲି?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ନୂଆ ବିବାଦ ଛିଡ଼ା ହୋଇଛି। ଏହି ବିବାଦ ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ହୋଇଛି। ଦିନିକିଆ କ୍ୟାପଟେନ୍ ପଦରୁ କୋହଲିଙ୍କୁ ବିଦା କରାଯିବା ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି। ଆଉ ଆଜି କୋହଲି ଦିନିକିଆ କ୍ୟାପଟେନରୁ ହଟାଯିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭାରତୀୟ କ୍ରିକେଟରେ ବଡ଼ ବିସ୍ଫୋରଣ କରିଛି। କୋହଲି ଆଜି ପ୍ରେସ୍ କନଫରେନ୍ସରେ […]

virat-and-ganguly

virat-and-ganguly

Ranjit Kumar Jena
  • Published: Wednesday, 15 December 2021
  • Updated: 15 December 2021, 08:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଏବେ ନୂଆ ବିବାଦ ଛିଡ଼ା ହୋଇଛି। ଏହି ବିବାଦ ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ହୋଇଛି। ଦିନିକିଆ କ୍ୟାପଟେନ୍ ପଦରୁ କୋହଲିଙ୍କୁ ବିଦା କରାଯିବା ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି। ଆଉ ଆଜି କୋହଲି ଦିନିକିଆ କ୍ୟାପଟେନରୁ ହଟାଯିବା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭାରତୀୟ କ୍ରିକେଟରେ ବଡ଼ ବିସ୍ଫୋରଣ କରିଛି। କୋହଲି ଆଜି ପ୍ରେସ୍ କନଫରେନ୍ସରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ନେଇ ବିସିସିଆଇ ତରଫରୁ କୌଣସି ଇସାରା ମିଳିନଥିଲା। ହେଲେ ସୌରଭ ଗାଙ୍ଗୁଲି ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଏହି ମାମଲାରେ କୋହଲିଙ୍କ ସହ ଆଲୋଚନା ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି ଯେ ବାସ୍ତବରେ କିଏ ସତ କରୁଛି। ଗାଙ୍ଗୁଲି ଭାରତୀୟ କ୍ରିକେଟ୍ ପାଇଁ ନିଜର ସବୁକିଛି ଅର୍ପଣ କରିଦେଇଥିବା ବେଳେ କୋହଲିଙ୍କ ଯୋଗଦାନ ସମସ୍ତଙ୍କୁ ଭଲଭାବେ ଜଣା। ତାହେଲେ ଏମିତି କ’ଣ ହେଲା ଯେ ମାମଲା ଏବେ ଖରାପ ଆଡ଼କୁ ଗତି କଲା?

ଆଜି ପ୍ରେସ୍ କନଫରେନ୍ସରେ କୋହଲି ଯେଉଁ ସବୁ ଖୁଲାସା କରିଛନ୍ତି, ସେଥିରୁ ଲାଗୁଛି ଯେ ଗାଙ୍ଗୁଲି ଯାହା କହିଛନ୍ତି, ତାହା ମିଛ। ବିସିସିଆଇ ଅଧ୍ୟକ୍ଷ ଭାବେ ଗାଙ୍ଗୁଲିଙ୍କ ଉପରେ ଏହା ଅଭିଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତୀୟ କ୍ରିକେଟ୍ ବୋର୍ଡ ଦୁନିଆର ସବୁଠାରୁ ଶକ୍ତିଶାଳୀ ବୋର୍ଡ ଏବଂୁ ଗାଙ୍ଗୁଲି ଏହାର୍ ବସ୍। ତାଙ୍କ ଟିମର କ୍ୟାପଟେନ୍ ହିଁ ତାଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ବିରାଟ୍ କୋହଲି ଓ ସୌରଭ ଗାଙ୍ଗୁଲି ପରସ୍ପରକୁ ସାମ୍ନା କରିପାରିବେ?

ଗାଙ୍ଗୁଲି ଓ କୋହଲି ନିଜ ନିଜ ସମୟରେ ଶ୍ରେଷ୍ଠ ଖେଳାଳି। ସମଗ୍ର ଦୁନିଆର ଦୁହିଁଙ୍କର ଦବଦବା ରହିଛି। ଦୁହେଁ ପରସ୍ପରର ଖୁବ୍ ସମ୍ମାନ କରନ୍ତି। ତେଣୁ ପ୍ରଶ୍ନ ଉଠୁଛି ଯେ ମିଛ କିଏ କହୁଛି? ଦୁହେଁ ଯେତେବେଳେ ମଇଦାନରେ ପରସ୍ପରକୁ ସାକ୍ଷାତ କରିବେ, ଆଖିରେ ଆଖି ମିଶାଇ ପାରିବେ ତ? ଭାରତୀୟ କ୍ରିକେଟରେ ବିବାଦ ସହ ପୁରୁଣା ସମ୍ପର୍କ ରହିଛି। କିନ୍ତୁ ଏହି ବିବାଦ ଦ୍ୱାରା ଦେଶର କ୍ରିକେଟକୁ ବଡ଼ ଝଟକା ଲାଗିଛି।

https://twitter.com/BCCI/status/1471046347021111296?s=20

ଭାରତୀୟ କ୍ରିକେଟରେ ଏବେ ଯେଉଁ ନୂଆ ବିବାଦ ଛିଡ଼ା ହୋଇଛି, ତାକୁ ଦେଖି ଗୋଟିଏ କଥା ସ୍ପଷ୍ଟ ଯେ ଦଳରେ କିଛି ବି ଠିକଠାକ୍ ନାହିଁ। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ କୋହଲି ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ୍ ଖେଳିବାକୁ ଚାହୁଁନାହାନ୍ତି। କିନ୍ତୁ ଏବେ ଖୋଦ୍ କୋହଲି କହିଛନ୍ତି ଯେ ସେ ଏ ସମ୍ବନ୍ଧରେ ବୋର୍ଡକୁ କିଛି ବି କହିନାହାନ୍ତି ଏବଂର ସେ ଏହି ଦିନିକିଆ ସିରିଜରେ ଖେଳିବେ। ରବିବାର ଗାଙ୍ଗୁଲି ଏକ ବିବୃତ୍ତି ଜାରି କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ କୋହଲିଙ୍କ ସହ କଥା ହୋଇଥିଲେ ଏବଂ ଚିଫ୍ ସିଲେକ୍ଟର ମଧ୍ୟ ତାଙ୍କ ସହ କଥା ହୋଇଥିଲେ। ଏବେ କୋହଲି କହିଛନ୍ତି ଯେ ଏମିତି କିଛି ବି ହୋଇନାହିଁ। ଅର୍ଥାତ୍ ଗାଙ୍ଗୁଲି କି ସିଲେକ୍ଟର ତାଙ୍କ ସହ କୌଣସି ଆଲୋଚନା କରିନାହାନ୍ତି।

ତେବେ ଏସବୁରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହି ବିବାଦରେ କେହି ଜଣେ ମିଛ କହୁଛି। ଭାରତୀୟ କ୍ରିକେଟରେ ଗାଙ୍ଗୁଲିଙ୍କ ଯୋଗଦାନକୁ ଭୁଲି ହେବ ନାହିଁ। କୋହଲି ମଧ୍ୟ ନିଜ ନେତୃତ୍ୱରେ ଦେଶର କ୍ରିକେଟକୁ ଶିଖରରେ ପହଞ୍ଚାଇଛନ୍ତି। ଦିନିକିଆ କ୍ୟାପଟେନରୁ କୋହଲି ବିଦା ପରେ ଗାଙ୍ଗୁଲି ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବୋର୍ଡ କୋହଲିଙ୍କୁ ଟି-୨୦ କ୍ୟାପଟେନ୍ ପଦ ନଛାଡ଼ିବାକୁ ଅନୁରୋଧ କରିଥିଲା, କିନ୍ତୁ ସେ ମାନିନଥିଲେ। ହେଲେ ଏବେ କୋହଲି ଓ ଗାଙ୍ଗୁଲିଙ୍କ ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତୀୟ କ୍ରିକେଟରେ କିଛି ନା କିଛି ଗଡ଼ଗଡ଼ ଅଛି। ତେବେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ମନ୍ତବ୍ୟ ଆସିବା ପରେ ଏସବୁ ବିବାଦ ଉପରୁ ପର୍ଦ୍ଦା ହଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story