ଶୂନ ରନରେ ବି ରେକର୍ଡ ! | Virat Kohli Equals Sachin Tendulkar’s Record For Most Duck | ICC CWC 2023
Advertisment
ଭାରତୀୟ ପ୍ରଶଂସକ ଆଶା କରିଥିଲେ ବିରାଟ ଇଂଲଣ୍ଡ ବିପକ୍ଷ ମ୍ୟାଚରେ 49ତମ ଶତକ ମାରିବେ । ଆଉ ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇ ଇତିହାସ ରଚିବେ । ହେଲେ ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଏହାର ସମ୍ପୂର୍ଣ୍ଣ ଓଲଟା ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us