‘ଧମକ ମିଳିବା ପରେ କେମିତି ପାକିସ୍ତାନରେ ରହିଥାନ୍ତୁ’

ନୂଆଦିଲ୍ଲୀ: ବାତିଲ ହୋଇଛି ନ୍ୟୁଜିଲ୍ୟାଣ୍ଡର ପାକିସ୍ତାନ ଗସ୍ତ। ଯାହା ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମର ୩୪ ଜଣିଆ ସଦସ୍ୟ ଦୁବାଇରେ ପହଞ୍ଚିଛନ୍ତି। ଟିମର ସଦସ୍ୟମାନେ ଏବେ ସେଠାରେ ୨୪ ଘଣ୍ଟା ଆଇସୋଲେସନରେ ରହିବେ। ଯାହା ପରେ ୨୪ ଜଣ ସଦସ୍ୟ ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ଫେରିଯିବେ। ଟିମର ବାକି ସଦସ୍ୟ ୟୁଏଇରେ ରହିବେ ଏବଂ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ସହ ଯୋଗଦେବେ। ଗସ୍ତ ହଠାତ୍ ବାତିଲ କରିବା […]

nz

nz

Ranjit Kumar Jena
  • Published: Sunday, 19 September 2021
  • Updated: 19 September 2021, 05:45 PM IST

Sports

Latest News

ନୂଆଦିଲ୍ଲୀ: ବାତିଲ ହୋଇଛି ନ୍ୟୁଜିଲ୍ୟାଣ୍ଡର ପାକିସ୍ତାନ ଗସ୍ତ। ଯାହା ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଟିମର ୩୪ ଜଣିଆ ସଦସ୍ୟ ଦୁବାଇରେ ପହଞ୍ଚିଛନ୍ତି। ଟିମର ସଦସ୍ୟମାନେ ଏବେ ସେଠାରେ ୨୪ ଘଣ୍ଟା ଆଇସୋଲେସନରେ ରହିବେ। ଯାହା ପରେ ୨୪ ଜଣ ସଦସ୍ୟ ଆସନ୍ତା ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ଫେରିଯିବେ। ଟିମର ବାକି ସଦସ୍ୟ ୟୁଏଇରେ ରହିବେ ଏବଂ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ସହ ଯୋଗଦେବେ।

ଗସ୍ତ ହଠାତ୍ ବାତିଲ କରିବା ନେଇ ନ୍ୟୁଜିଲ୍ୟାଣ୍ଡକୁ ପାକିସ୍ତାନରେ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି। ତେବେ ଏହାକୁ ନେଇ ଏବେ ସ୍ପଷ୍ଟୀକରଣ ରଖିଛନ୍ତି ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ହ୍ୱାଇଟ୍। ସେ କହିଛନ୍ତି, ଆମେ ଜାଣିଛୁ ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ବର୍ତ୍ତମାନ ଏହା ଏକ କଠିନ ସମୟ। ଆମ ପ୍ରତି ପିସିବିର ମୁଖ୍ୟ କାର୍ଯ୍ୟକାରୀ ୱାସିମ୍ ଖାନ୍ ଓ ତାଙ୍କ ଟିମ୍ ଯେଉଁଭଳି ପେସାଦାର ଆଭିମୁଖ୍ୟ ଦେଖାଇଲେ, ସେଥିପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ।

https://twitter.com/BLACKCAPS/status/1439352019337334793?s=20

ହ୍ୱାଇଟ୍ କହିଛନ୍ତି, ଆମ ଟିମ୍ ବିରୋଧରେ ଏକ ନିର୍ଦ୍ଦିଷ୍ଟ ଓ ବିଶ୍ୱସନୀୟ ଧମକ ମିଳିଥିଲା। ଆଉ ଧମକ ମିଳିବା ପରେ ଆମେ କେମିତି ପାକିସ୍ତାନରେ ରହିଥାନ୍ତୁ? ତେବେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ଆମର ନ୍ୟୁଜିଲ୍ୟାଣ୍ଡ ସରକାରର ଅଧିକାରୀଙ୍କ ସହ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା। ଏହା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ସୂଚନା ଦିଆଯାଇଥିଲା। ତା' ପରେ ଆମେ ଜାଣିଲୁ ଯେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲା। ଦୁର୍ଭାଗ୍ୟବଶତ ଆମକୁ ଯେଉଁ ପରାମର୍ଶ ଦିଆଯାଇଥିଲା, ତାକୁ ଦୃଷ୍ଟିରେ ରଖି ଆମେ ସେହି ଦେଶରେ ରହିପାରିନଥାନ୍ତୁ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ ଟିମ୍ ସେପ୍ଟେମ୍ବର ୧୧ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲା। ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିଲା, ଯେଉଁଠାରେ ସେମାନେ ତିନୋଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିଥାନ୍ତେ। ହେଲେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ଶୁକ୍ରବାର ପ୍ରଥମ ଦିନିକିଆର ଠିକ୍ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କରିଦେଇଥିଲା। ସୁରକ୍ଷା କାରଣ ଦର୍ଶାଇ ସେମାନେ ଏହି ଗସ୍ତ ବାତିଲ କରିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story