୩ ରନରେ ଜିତିଲା ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ବିଦା

ଶାରଜା: ନିକୋଲାସ ପୁରନଙ୍କ ଧୂଆଁଧାର ବ୍ୟାଟିଂ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଆଜି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ବାଂଲାଦେଶର ଆଶା ଧୂଳିସାତ୍ ହୋଇଯାଇଛି। ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ […]

wiest-indies

wiest-indies

Ranjit Kumar Jena
  • Published: Friday, 29 October 2021
  • Updated: 29 October 2021, 08:12 PM IST

Sports

Latest News

ଶାରଜା: ନିକୋଲାସ ପୁରନଙ୍କ ଧୂଆଁଧାର ବ୍ୟାଟିଂ ଓ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଆଜି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ପରାଜୟ ସହ ବାଂଲାଦେଶର ଆଶା ଧୂଳିସାତ୍ ହୋଇଯାଇଛି।

ଶାରଜାରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୫ ୱିକେଟ୍ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଛି। ମ୍ୟାଚରେ ମାତ୍ର ୨୨ ବଲରେ ୪୦ (୧ ଚୌକା, ୪ ଛକା) ରନର ଦ୍ରୁତ ଇନିଂସ୍ ଖେଳିଥିବା ପୁରନ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୧୪୩ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ଲିଟନ୍ ଦାସ ଓ କ୍ୟାପଟେନ୍ ମହମ୍ମଦୁଲ୍ଲାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଦୁଇ ଓପ୍ନର ମହମ୍ମଦ ନଇମ (୧୭) ଓ ସାକିବ୍ ଅଲ୍ ହାସନ୍ (୯) ନିରାଶ କରିଥିବା ବେଳେ ମିଡଲ୍ ଅର୍ଡରରେ ସୌମ୍ୟ ସରକାର (୧୭) ଓ ଅଭିଜ୍ଞ ମୁଶଫିକର ରହିମ୍ (୮) କିଛି ଖାସ କରିପାରି ନଥିଲେ। ଲିଟନ୍ ୪୪ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ମହମଦୁଲ୍ଲା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ହେଁ ଦଳକୁ ଜିତାଇପାରିନଥିଲେ। ସେ ୨୪ ବଲରେ ୨ ଚୌକା ଓ ୧ ଛକା ସହ ୩୧ ଓ ଆଫିଫ୍ ହୋସେନ୍ ୨ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ରବି ରାମପଲ୍, ଜେସନ୍ ହୋଲ୍ଡର, ଆନ୍ଦ୍ରେ ରସେଲ୍, ଅକିଲ୍ ହୋସେନ୍ ଓ ଡ୍ୱେନ୍ ବ୍ରାଭୋ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ସଂକଟରେ ପଡ଼ିଥିଲା। ଓପ୍ନର କ୍ରିସ୍ ଗେଲ୍ (୪) ଓ ଏଭିନ୍ ଲୁଇସ୍ (୬) ଦୁଇ ଅଙ୍କ ଛୁଇଁପାରିନଥିଲେ। ଲେଣ୍ଡଲ୍ ସିମନ୍ସଙ୍କ ସ୍ଥାନରେ ଖେଳୁଥିବା ରୋଷ୍ଟନ୍ ଚେଜ୍ ୩୯ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳିଥିବା ବେଳେ ସିମରନ୍ ହେଟମେୟର୍ (୯), କ୍ୟାପଟେନ୍ କାଇରନ୍ ପୋଲାର୍ଡ (୯) ଓ ରସେଲ୍ (୦) ନିରାଶ କରିଥିଲେ। ତେବେ ପୁରନ୍ ଓ ହୋଲ୍ଡରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ଟିମ୍ ୧୪୨ ରନର ସ୍କୋର କରିବାକୁ ସକ୍ଷମ ହୋଇଥିଲା। ହୋଲ୍ଡର୍ ମାତ୍ର ୫ ବଲରେ ୨ ଛକା ସହ ୧୫ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ମେହେଦି ହାସନ୍, ମୁସ୍ତାଫିଜୁର ରେହମାନ୍ ଓ ଶୋରିଫୁଲ୍ ଇସଲାମ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story