୧୦୦ତମ ମ୍ୟାଚରେ ଟସ୍ ଜିତିଲେ ପୋଲାର୍ଡ

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମର କ୍ୟାପଟେନ୍ କାଇରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ପୋଲାର୍ଡ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ଷ୍ଟାର୍ ଅଲରାଉଣ୍ଡର ଜେସନ୍ ହୋଲ୍ଡର ସ୍କ୍ୱାଡକୁ ଫେରିଥିବା ବେଳେ ଫାବିଆନ୍ ଆଲେନ୍ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ତା’ର ଚୂଡ଼ାନ୍ତ […]

ind-vs-wi

ind-vs-wi

Ranjit Kumar Jena
  • Published: Friday, 18 February 2022
  • Updated: 18 February 2022, 06:42 PM IST

Sports

Latest News

କୋଲକାତା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମର କ୍ୟାପଟେନ୍ କାଇରନ ପୋଲାର୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

କୋଲକାତାର ଇଡେନ୍ ଗାର୍ଡେନ୍ସରେ ପୋଲାର୍ଡ ନିଜର ୧୦୦ତମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳୁଛନ୍ତି। ଷ୍ଟାର୍ ଅଲରାଉଣ୍ଡର ଜେସନ୍ ହୋଲ୍ଡର ସ୍କ୍ୱାଡକୁ ଫେରିଥିବା ବେଳେ ଫାବିଆନ୍ ଆଲେନ୍ ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ତା’ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରଖିଛି।

ପ୍ରଥମ ମ୍ୟାଚରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି। ଦ୍ୱିତୀୟ ମ୍ୟାଚ୍ ଜିତି କ୍ୟାରିବିଆନ୍ ଟିମ୍ ସିରିଜକୁ ଫେରିବାକୁ ଚାହିଁବ।

https://twitter.com/BCCI/status/1494656644180951047?s=20&t=gDRfAOHxV1oF1kEhwxpS8g

ଭାରତ: ରୋହିତ୍ ଶର୍ମା, ଈଶାନ୍ କିଶନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଭେଙ୍କଟେଶ ଆୟର୍, ଦୀପକ ଚହର, ହର୍ଷଲ୍ ପଟେଲ୍, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ୍।

ୱେଷ୍ଟଇଣ୍ଡିଜ୍: ବ୍ରାଣ୍ଡନ୍ କିଙ୍ଗ୍, କାଇଲ୍ ମେୟର୍ସ, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ରୋଭମ୍ୟାନ୍ ପୋୱେଲ୍, ଜେସନ୍ ହୋଲ୍ଡର୍, ଅକିଲ୍ ହୋସେନ୍, ଓଡେନ୍ ସ୍ମିଥ୍, ଶେଫର୍ଡ, ଶେଲଡନ୍ କଟରେଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story