Advertisment

ସେମି ଫାଇନାଲରେ ଭାରତ ସହ କିଏ ଖେଳିବ ?

ପ୍ରଥମ ସେମି ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ।

author-image
Manoj Swain

ବିଶ୍ୱକପରେ ସେମି ଫାଇନାଲ ମ୍ୟାଚ ଖେଳିବାକୁ କ୍ବାଲିଫାଏ କରିଛି ଟିମ ଇଣ୍ତିଆ । କ୍ୱାଲିଫାଏ ହେବାକୁ ଥିବା 4ଟି ଟିମ ମଧ୍ୟରୁ ଟିମ ଇଣ୍ଡିଆ ଚତୁର୍ଥ ଟିମ ସହିତ ମ୍ୟାଚ ଖେଳିବ। ପ୍ରଥମ ସେମି ଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ତେବେ ଚତୁର୍ଥ ଟମ କିଏ ହେବ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ।

Advertisment
ICC Men’s Cricket World Cup 2023 CWC 2023