ଟିମ୍ ଇଣ୍ଡିଆ ହେଡ୍ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ନଭେମ୍ବରରେ ସରୁଛି। ଓ୍ୱାର୍ଲଡ କପ୍ ପରେ ବିସିସିଆଇ ସହ ରାହୁଲଙ୍କ ଚୁକ୍ତି ଶେଷ ହୋଇଯିବ। ଏବେ ଚର୍ଚ୍ଚା କିଏ ନେବ ରାହୁଲଙ୍କ ସ୍ଥାନ ? ରାହୁଲଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନା ନୂଆ ଚେହେରା ନେବ ବିସିସିଆଇ, ସେ ନେଇ ଚାଲିଛି ଆଲୋଚନା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଧୋଇଯିବ ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ!
ତୃତୀୟ ଦିନ ସୁଦ୍ଧା ଭାରତ ମ୍ୟାଚ୍ରେ ବ୍ୟାକଫୁଟରେ ରହିଛି। ଦଳ ଆଜି ତା’ର ପ୍ରଥମ ଇନିଂସରେ ୧୭ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ କେବଳ ୫୧ ରନ କରିଛି।
Cricket
ଗାବାରେ ବର୍ଷା ଯୋଗୁ ବାରମ୍ବାର ଅଟକିଲା ଖେଳ: ବ୍ୟାକଫୁଟରେ ଭାରତୀୟ ଟିମ
ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।
Sports
ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ଶେଖ୍ ସବୁଠୁ ମହଙ୍ଗା
୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲେ ୪ ଜଣ ଖେଳାଳି।
Sports
ଗାବାରେ ଚମକିଲେ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ
୫ ୱିକେଟ ସଫଳତା ହାସଲ କରି କପିଲ ଦେବଙ୍କୁ ପଛରେ ପକାଇଲେ ବୁମ୍ରା। ଅନୀଲ କୁମ୍ବଲେଙ୍କ ରେକର୍ଡ ବି ସଂକଟରେ।
Sports
ହେଡ-ସ୍ମିଥଙ୍କ ଶତକ ପରେ ବ୍ୟାକଫୁଟରେ ଭାରତ
ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ଟ୍ରାଭିସ ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ।