Advertisment

ନଭେମ୍ବରରେ ଶେଷ ହେଉଛି ରାହୁଲଙ୍କ କାର୍ଯ୍ୟକାଳ

ରାହୁଲଙ୍କୁ ପୁଣି ଥରେ ହେଡ୍ କୋଚ୍ ରହିବାକୁ ପ୍ରସ୍ତାବ ଦେବ କି ବିସିସିଆଇ।

author-image
Jitendra Garnayak

ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ନଭେମ୍ବରରେ ସରୁଛି। ଓ୍ୱାର୍ଲଡ କପ୍‌ ପରେ ବିସିସିଆଇ ସହ ରାହୁଲଙ୍କ ଚୁକ୍ତି ଶେଷ ହୋଇଯିବ। ଏବେ ଚର୍ଚ୍ଚା କିଏ ନେବ ରାହୁଲଙ୍କ ସ୍ଥାନ ? ରାହୁଲଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନା ନୂଆ ଚେହେରା ନେବ ବିସିସିଆଇ, ସେ ନେଇ ଚାଲିଛି ଆଲୋଚନା।   

Advertisment
Bcci Rahul Dravid