କୋହଲି ଆସିବେ, କିଏ ଯିବେ?

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟ ଡ୍ର’ ହୋଇଛି। ମ୍ୟାଚ୍ ଡ୍ର’ ପରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ ଆଗରେ ବଡ଼ ସମସ୍ୟା ଛିଡ଼ା ହୋଇଛି। ଆଉ ସେହି ସମସ୍ୟା ହେଉଛି ମୁମ୍ବାଇରେ ଖେଳାଯିବାକୁଥିବା ଦ୍ୱିତୀୟ ଟେଷ୍ଟ। କାନପୁର ଟେଷ୍ଟର ପ୍ରଥମ ଦିନରୁ କମେଣ୍ଟେଟର ଓ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଗୋଟିଏ ପ୍ରଶ୍ନ କରୁଛନ୍ତି ଯେ ମୁମ୍ବାଇରେ କେଉଁ ଖେଳାଳିଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ଆସିବେ? […]

kohli

kohli

Ranjit Kumar Jena
  • Published: Monday, 29 November 2021
  • Updated: 29 November 2021, 05:10 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟ ଡ୍ର’ ହୋଇଛି। ମ୍ୟାଚ୍ ଡ୍ର’ ପରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ ଆଗରେ ବଡ଼ ସମସ୍ୟା ଛିଡ଼ା ହୋଇଛି। ଆଉ ସେହି ସମସ୍ୟା ହେଉଛି ମୁମ୍ବାଇରେ ଖେଳାଯିବାକୁଥିବା ଦ୍ୱିତୀୟ ଟେଷ୍ଟ। କାନପୁର ଟେଷ୍ଟର ପ୍ରଥମ ଦିନରୁ କମେଣ୍ଟେଟର ଓ ଭାରତୀୟ କ୍ରିକେଟ୍ ଫ୍ୟାନ୍ ଗୋଟିଏ ପ୍ରଶ୍ନ କରୁଛନ୍ତି ଯେ ମୁମ୍ବାଇରେ କେଉଁ ଖେଳାଳିଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲି ଆସିବେ? ସାଧାରଣତଃ ଏହି ପ୍ରଶ୍ନ ସେତେଟା ସମସ୍ୟା ସୃଷ୍ଟି କରିବା କଥା ନୁହେଁ, କିନ୍ତୁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ବର୍ତ୍ତମାନ ଏହା ସବୁଠାରୁ ବଡ଼ ମୁଣ୍ଡବ୍ୟଥା ହୋଇଛି। ଏହାର କାରଣ ହେଉଛି ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ।

କାନପୁର ଟେଷ୍ଟରେ ବିରାଟ୍ କୋହଲି, ରୋହିତ୍ ଶର୍ମା ଓ ଲୋକେଶ ରାହୁଲଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତିରେ ଟିମର ଦୁଇ ସିନିୟର ଖେଳାଳି ଅଜିଙ୍କ୍ୟ ରାହାଣେ ଓ ପୂଜାରାଙ୍କ ଉପରେ ରନ୍ କରିବାର ସବୁଠାରୁ ବଡ଼ ଦାୟିତ୍ୱ ଥିଲା। କିନ୍ତୁ ଚଳିତ ବର୍ଷ ଭଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ପୂରା ଚୁପ୍ ରହିଛି। ପୂଜାରା ଉଭୟ ଇନିଂସରେ ଭଲ ଆରମ୍ଭ ସତ୍ତ୍ୱେ ନିଜ ୱିକେଟ୍ ହରାଇ ବସିଥିଲେ। ତେବେ ତାଙ୍କ ଠାରୁ ଅଧିକ ଖରାପ ପ୍ରଦର୍ଶନ ରହିଥିବା ରାହାଣେ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଛନ୍ତି। ଏବେ ଦୁହିଁଙ୍କ ତୁଳନାରେ ନିଜର ଡେବ୍ୟୁ ଟେଷ୍ଟ ଖେଳୁଥିବା ଶ୍ରେୟସ ଆୟର୍ ପ୍ରଥମ ଇନିଂସରେ ଶତକ ଓ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏଭଳି ସ୍ଥିତିରେ ମୁମ୍ବାଇ ଟେଷ୍ଟରେ କୋହଲିଙ୍କ କମବ୍ୟାକ୍ କରିବାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ଉପରେ ବଡ଼ ଚାପ ପଡ଼ିଛି। ଟିମର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ମଧ୍ୟ ସ୍ୱୀକାର କରିଛନ୍ତି ଯେ ଉଭୟ ରାହାଣେ ଓ ପୂଜାରା ଖରାପ ଫର୍ମ ଦେଇ ଗତି କରୁଛନ୍ତି। କିନ୍ତୁ ଦୁହେଁ ଶୀଘ୍ର ଫର୍ମକୁ ଫେରିବେ ବୋଲି ରାଠୋର କହିଛନ୍ତି। ରାଠୋର କହିଛନ୍ତି, ସମସ୍ତେ ଚାହାନ୍ତି ଶୀର୍ଷକ୍ରମ ବ୍ୟାଟିଂ ଲାଇନ୍ ବଡ଼ ସ୍କୋର କରନ୍ତୁ। ଉଭୟ ରାହାଣେ ଓ ପୂଜାରା ଭାରତ ପାଇଁ ୮୦ରୁ ଅଧିକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଦୁହେଁ ବିଗତ ଦିନରେ ଏତେ ରନ୍ କରିଥିବାରୁ ଆଜି ଟିମରେ ଅଛନ୍ତି। ଆମେ ଜାଣିଛୁ ଦୁହେଁ ଖରାପ ଫର୍ମରେ ଅଛନ୍ତି। କିନ୍ତୁ ଦୁହେଁ ଶୀଘ୍ର ଲୟ ହାସଲ କରିବେ ବୋଲି ରାଠୋର କହିଛନ୍ତି।

ରାହାଣେ ଚଳିତ ବର୍ଷ ୧୯ ହାରରେ ରନ୍ କରିଛନ୍ତି। ସେହିପରି ପୂଜାରା ୩୦ ହାରରେ ରନ୍ କରିଛନ୍ତି। ଏଭଳି ସ୍ଥିତିରେ ଦୁହିଁଙ୍କୁ କେତେ ଦିନ ଯାଏ ଟିମ୍ ସୁଯୋଗ ଦେବ, ତା’ର ଜବାବରେ କୋଚ୍ କହିଛନ୍ତି, ମୋତେ ଲାଗୁନି ଯେ ଏଥିପାଇଁ କୌଣସି ସଂଖ୍ୟା ନିର୍ଦ୍ଧାରିତ କରିହେବ। ଟିମ୍ କ’ଣ ଚାହୁଁଛି, ତାହା ମୁଖ୍ୟ କଥା ବୋଲି ବ୍ୟାଟିଂ କୋଚ୍ କହିଛନ୍ତି।

ପ୍ରଥମ ଟେଷ୍ଟରେ ବିଶ୍ରାମ ନେଇଥିବା କୋହଲି ଦ୍ୱିତୀୟ ଟେଷ୍ଟକୁ ଫେରିବେ ଏବଂ ଏଭଳି ସ୍ଥିତିରେ ଭାରତୀୟ ଟିମ୍ ଆଗରେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ପାଇଁ କୌଣସି ଜଣେ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ଖାଲି କରିବାକୁ ପଡ଼ିବ। ତେବେ କେଉଁ କୋହଲିଙ୍କ ଆସିବା ପରେ କେଉଁ ଖେଳାଳି ବାହାରେ ବସିବେ, ତାହା ମୁମ୍ବାଇ ଟେଷ୍ଟ ଦିନ ସ୍ପଷ୍ଟ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story