ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ବିଜୟ ପରେ ଶୀର୍ଷରେ ଭାରତ, ୬ଷ୍ଠକୁ ଖସିଲା ପାକିସ୍ତାନ

ରୋହିତ ଶର୍ମା ନେତୃତ୍ୱାଧୀନ ଟିମର ବିଜୟ ପରସେଣ୍ଟେଜ ପଏଣ୍ଟ ୫୪.୧୬ ହୋଇଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାର ପିସିଟି ୫୦%କୁ ଖସି ଯାଇଛି।

Siraj

ଭାରତୀୟ ଟିମ

Hemant Lenka
  • Published: Thursday, 04 January 2024
  • Updated: 04 January 2024, 07:00 PM IST

Sports

Latest News

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଟିମ ଇଣ୍ଡିଆ ୭ ୱିକେଟରେ ଜିତି ସିରିଜକୁ ୧-୧ରେ ଶେଷ କରିଛି। ଦ୍ୱିତୀୟ ଟେଷ୍ଟ ମାତ୍ର ଦେଢ଼ ଦିନରେ ଶେଷ ହୋଇଥିବା ବେଳେ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ମିଳିତ ଭାବେ ୧୫ ୱିକେଟ ଦଖଲ କରିଛନ୍ତି।

ପ୍ରଥମ ଇନିଂସରେ ସିରାଜ ୧୫ ରନ ଦେଇ ୬ ୱିକେଟ ଦଖଲ କରିଥିଲେ। ବୁମ୍ରାଙ୍କୁ ଦୁଇଟି ୱିକେଟ ମିଳିଥିଲା। ଦ୍ୱିତୀୟ ଇନିଂସରେ ବୁମ୍ରା ୬୧ ରନ ଦେଇ ୬ ୱିକେଟ ନେଇଛନ୍ତି। ସିରାଜ ଗୋଟିଏ ସଫଳତା ପାଇଛନ୍ତି।

Also Read

କେପଟାଉନରେ ଦମଦାର ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ୨୦୨୩-୨୫ର ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି ଭାରତ। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନକୁ ଖସିଛି।

ରୋହିତ ଶର୍ମା ନେତୃତ୍ୱାଧୀନ ଟିମର ବିଜୟ ପରସେଣ୍ଟେଜ ପଏଣ୍ଟ ୫୪.୧୬ ହୋଇଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାର ପିସିଟି ୫୦%କୁ ଖସି ଯାଇଛି।ଏହାବାଦ ପୂର୍ବରୁ ୫ମ ସ୍ଥାନରେ ଥିବା ପାକିସ୍ତାନ ୪୫.୮୪ ପିସିଟି ସହ ୬ଷ୍ଠ ସ୍ଥାନକୁ ଖସି ଯାଇଛି।

ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ(୫୦%), ୪ର୍ଥରେ ଅଷ୍ଟ୍ରେଲିଆ(୫୦%), ୫ମରେ ବାଂଲାଦେଶ(୫୦%), ୬ଷ୍ଠରେ ପାକିସ୍ତାନ(୪୫.୮୪%), ୭ମ ସ୍ଥାନରେ ୱେଷ୍ଟଇଣ୍ଡିଜ(୧୬.୬୭%), ୮ମରେ ଇଂଲଣ୍ଡ(୧୫%) ଓ ୯ମରେ ଶ୍ରୀଲଙ୍କା (୦.୦୦) ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story