‘ଦୁନିଆ ପାଇଁ ‘କିଙ୍ଗ୍ କୋହଲି’, ମୋ ପାଇଁ ତୁମେ ଚିକୁ’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲିଙ୍କ ମଧ୍ୟରେ ସମ୍ପର୍କ ସମସ୍ତଙ୍କୁ ଜଣା। ଦୁହେଁ ପରସ୍ପରକୁ ଖୁବ୍ ସମ୍ମାନ କରନ୍ତି। ଏବେ ଯୁବରାଜ କୋହଲିଙ୍କ ପାଇଁ ଏକ ମନଛୁଇଁଲା ଭଳି ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଯୁବରାଜ ଲେଖିଛନ୍ତି ଯେ ସେ ଭାରତର ପୂର୍ବତନ କ୍ୟାପଟେନଙ୍କୁ ଜଣେ କ୍ରିକେଟର ଏବଂ ମଣିଷ ଭାବେ ବଡ଼ ହେବାର ଦେଖିଛନ୍ତି। ଯୁବରାଜ ମଧ୍ୟ […]

virat-and-yuvraj

virat-and-yuvraj

Ranjit Kumar Jena
  • Published: Tuesday, 22 February 2022
  • Updated: 22 February 2022, 05:57 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଓ ଷ୍ଟାର୍ ବ୍ୟାଟର୍ ବିରାଟ୍ କୋହଲିଙ୍କ ମଧ୍ୟରେ ସମ୍ପର୍କ ସମସ୍ତଙ୍କୁ ଜଣା। ଦୁହେଁ ପରସ୍ପରକୁ ଖୁବ୍ ସମ୍ମାନ କରନ୍ତି। ଏବେ ଯୁବରାଜ କୋହଲିଙ୍କ ପାଇଁ ଏକ ମନଛୁଇଁଲା ଭଳି ଚିଠି ଲେଖିଛନ୍ତି। ଏହି ଚିଠିକୁ ସେ ସୋଶାଲ ମିଡିଆରେ ଶେଆର୍ କରିଛନ୍ତି। ଯୁବରାଜ ଲେଖିଛନ୍ତି ଯେ ସେ ଭାରତର ପୂର୍ବତନ କ୍ୟାପଟେନଙ୍କୁ ଜଣେ କ୍ରିକେଟର ଏବଂ ମଣିଷ ଭାବେ ବଡ଼ ହେବାର ଦେଖିଛନ୍ତି। ଯୁବରାଜ ମଧ୍ୟ କୋହଲିଙ୍କୁ ଏକ ଗୋଲ୍ଡେନ୍ ଜୋତା ମଧ୍ୟ ଉପହାର ଆକାରରେ ଦେଇଛନ୍ତି। ତେବେ ଏହାଠାରୁ ଅଧିକ ଖାସ୍ ହେଉଛି ଯୁବରାଜଙ୍କ ସେହି କଥା, ଯାହା ସେ କୋହଲିଙ୍କ ପାଇଁ ଲେଖିଛନ୍ତି।

ଯୁବରାଜ ଟ୍ୱିଟ୍ କରି ଲେଖିଛନ୍ତି, ଦିଲ୍ଲୀର ଏକ ଛୋଟ ପିଲାରୁ ବିରାଟ୍ କୋହଲି ହେବାର କାହାଣୀ। ମୁଁ ଏହି ସ୍ପେଶାଲ ଜୋତା ତୁମକୁ ସମର୍ପିତ କରିବାକୁ ଚାହୁଁଛି। କ୍ୟାପଟେନ୍ ଭାବେ ତୁମ କ୍ୟାରିୟର କୋଟି କୋଟି ଫ୍ୟାନଙ୍କ ମୁହଁରେ ହସ ଭରିଛି। ମୁଁ ଆଶା କରୁଛି, ତୁମେ ଯେମିତି ଅଛ, ସେମିତି ରୁହ। ଯେମିତି ଖେଳୁଛ, ସେମିତି ଖେଳୁଥାଅ ଏବଂ ଦେଶକୁ ଗୌରବନ୍ୱିତ କରିବା ଜାରି ରଖ।

ତେବେ ଯୁବରାଜ ପୋଷ୍ଟ କରିଥିବା ଚିଠିରେ ଲେଖିଛନ୍ତି, ବିରାଟ୍, ମୁଁ ତୁମକୁ ଜଣେ କ୍ରିକେଟର ଓ ମଣିଷ ଭାବେ ବଡ଼ ହୋଇଥିବା ଦେଖିଛି। ଜଣେ ଯୁବ ବାଳକ ଯିଏ ଭାରତୀୟ କ୍ରିକେଟର ମହାନ୍ ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରିଛନ୍ତି। ଆପଣ ନିଜେ ସ୍ୱୟଂ ଜଣେ ମହାନ ଖେଳାଳି ହୋଇପାରିଛନ୍ତି, ଯିଏ ନୂଆ ପିଢିକୁ ମାର୍ଗଦର୍ଶନ କରୁଛନ୍ତି। ପଡ଼ିଆ ଭିତରେ ତୁମର ଶୃଙ୍ଖଳା ଓ ଖେଳ ପ୍ରତି ଆଗ୍ରହ ପ୍ରତ୍ୟେକ ଭାରତୀୟ ପିଲାଙ୍କୁ ବ୍ୟାଟ୍ ଉଠାଇବା ଏବଂ ଦିନେ ନୀଳ ଜର୍ସିରେ ପିନ୍ଧିବାର ସ୍ୱପ୍ନ ଦେଖାଇବା ପାଇଁ ପ୍ରେରଣା ଦେଉଛି।

https://twitter.com/YUVSTRONG12/status/1496004883928997888?s=20&t=Bx7SvTuAP-meKYd92NAA0Q

ଯୁବରାଜ ଆହୁରି ଲେଖିନ୍ତି, ବର୍ଷକୁ ବର୍ଷ ତୁମେ ନିଜ କ୍ରିକେଟର ସ୍ତରକୁ ଆଗକୁ ବଢ଼ାଇଛ ଏବଂ ଏହି ଚମତ୍କାର ଖେଳରେ ତୁମେ ଏତେ ସଫଳତା ହାସଲ କରିଛ ଯେ ଯାହା ମୋତେ ତୁମ କ୍ୟାରିୟରର ସଫଳତାର ନୂଆ ଅଧ୍ୟାୟ ଦେଖିବାକୁ ଉତ୍ସାହିତ କରୁଛି। ତୁମେ ଜଣେ ମହାନ କ୍ୟାପଟେନ ଏବଂ ଭଲ ଲିଡର୍। ମୁଁ ଆଶା କରୁଛି ରନ୍ ପିଛା କରୁଥିବା ବେଳେ ତୁମେ ଆହୁରି ଚମତ୍କାର ଇନିଂସ୍ ଖେଳିବ।

ଯୁବରାଜ କୋହଲିଙ୍କୁ ଏକ ଗୋଲ୍ଡେନ୍ ବୁଟ୍ ଉପହାର ଦେଇଛନ୍ତି। ଏହାସହ ସେ ଲେଖିଛନ୍ତି, ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହୁଏତ ଦୁନିଆ ପାଇଁ ‘କିଙ୍ଗ୍ କୋହଲି’ ହୋଇଥାଇପାରନ୍ତି, କିନ୍ତୁ ମୋ ପାଇଁ ସେ ସର୍ବଦା ‘ଚିକୁ’ ହିଁ ରହିବେ। ତୁମେ ଜଣେ ସୁପରଷ୍ଟାର୍।

ସୂଚନାଯୋଗ୍ୟ, ଗତବର୍ଷ ଟି-୨୦ ବିଶ୍ୱକପ୍ ପରେ କୋହଲି ଟି-୨୦ କ୍ୟାପଟେନ୍ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ କୋହଲିଙ୍କୁ ହଟାଇ ତାଙ୍କ ବଦଳରେ ରୋହିତ୍ ଶର୍ମାଙ୍କୁ କ୍ୟାପଟେନ୍ ଭାବେ ନିଯୁକ୍ତ କରିଥିଲା। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ କୋହଲି ଟେଷ୍ଟ କ୍ୟାପଟେନ୍ ପଦ ଛାଡ଼ି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story