ଓଡ଼ିଶା ରଣଜୀ ଦଳର କୋଚ୍ ହେଲେ ଦେବାଶିଷ ମହାନ୍ତି

<p>ଭୁବନେଶ୍ୱର: ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ ଦାୟିତ୍ୱରୁ ଓହରି ଯାଇଥିଲେ। ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣିଥରେ ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି।</p> <p>ସେହିଭଳି ୨୩ ବର୍ଷରୁ କମ କ୍ରିକେଟ ଦଳର କୋଚ ଭାବେ ସୁରେଶ କୁମାର ଓ ୧୯ ବର୍ଷରୁ କମ୍ ଦଳର କୋଚ ଭାବେ ନିରଞ୍ଜନ ବେହେରାଙ୍କୁ ନିଯୁକ୍ତି ଦେଇଛି ଓସିଏ। ରଶ୍ମିତା ମହାନ୍ତିଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ମିଳିଛି।</p>

Ordigital Desk
  • Published: Sunday, 27 May 2018
  • Updated: 27 May 2018, 06:09 PM IST

Sports

Latest News

<p>ଭୁବନେଶ୍ୱର: ପୁଣି ଓଡ଼ିଶା ରଣଜୀ ଦଳର କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଟିମ୍ ଇଣ୍ଡିଆ ସଦସ୍ୟ କ୍ରିକେଟର ଦେବାଶିଷ ମହାନ୍ତି। ଏ ନେଇ ଓସିଏ ପକ୍ଷରୁ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଦଳର ଖେଳାଳିଙ୍କ ସହ ମନୋମାଳିନ୍ୟ ଯୋଗୁଁ ଗତ ସିଜନରେ ଦେବାଶିଷ କୋଚ ଦାୟିତ୍ୱରୁ ଓହରି ଯାଇଥିଲେ। ସେ ସବୁ ବିବାଦର ସମାଧାନ କରି ଓସିଏ ପୁଣିଥରେ ଦେବାଶିଷଙ୍କୁ କୋଚ ଦାୟିତ୍ୱ ଦେଇଛି।</p><p>ସେହିଭଳି ୨୩ ବର୍ଷରୁ କମ କ୍ରିକେଟ ଦଳର କୋଚ ଭାବେ ସୁରେଶ କୁମାର ଓ ୧୯ ବର୍ଷରୁ କମ୍ ଦଳର କୋଚ ଭାବେ ନିରଞ୍ଜନ ବେହେରାଙ୍କୁ ନିଯୁକ୍ତି ଦେଇଛି ଓସିଏ। ରଶ୍ମିତା ମହାନ୍ତିଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ ଭାବେ ନିଯୁକ୍ତି ମିଳିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos