ପଡ଼ିଆ ମଝିରେ ନାଚିଲେ ଧୱନ୍‌, ସମ୍ଭାଳି ପାରିଲେନି ଭଜି ଓ ଡେଭିଡ୍ ଲୟେଡ୍

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆତ୍ମସମ୍ମାନ ରକ୍ଷା କରିବାକୁ ଓଭାଲ୍‌ ପଡ଼ିଆକୁ ଓହ୍ଲାଇଛି। ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟିଂ କରୁଥିବା ବେଳେ ପଡ଼ିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।   ମ୍ୟାଚ୍‌ର ଶେଷ ଅଧିବେଶନରେ ଭାରତୀୟ ବୋଲର୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରି ୬ଟି ୱିକେଟ୍‌ ନେବା ପରେ ଟିମ ଇଣ୍ଡିଆ ଫ୍ୟାନ୍‌ଙ୍କ ମୁହଁରେ ଖୁସି ପରିଲକ୍ଷିତ ହୋଇଥିଲା। ତେବେ ସବୁଠାରୁ ଅଧିକ ଖୁସି ଅନୁଭବ କରିଥିଲେ ଟିମ୍‌ ଇଣ୍ଡିଆର ଓପନର୍‌ […]

nn

nn

Hemant Lenka
  • Published: Saturday, 08 September 2018
  • Updated: 08 September 2018, 11:36 AM IST

Sports

Latest News

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌କୁ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆତ୍ମସମ୍ମାନ ରକ୍ଷା କରିବାକୁ ଓଭାଲ୍‌ ପଡ଼ିଆକୁ ଓହ୍ଲାଇଛି। ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟିଂ କରୁଥିବା ବେଳେ ପଡ଼ିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।  
ମ୍ୟାଚ୍‌ର ଶେଷ ଅଧିବେଶନରେ ଭାରତୀୟ ବୋଲର୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରି ୬ଟି ୱିକେଟ୍‌ ନେବା ପରେ ଟିମ ଇଣ୍ଡିଆ ଫ୍ୟାନ୍‌ଙ୍କ ମୁହଁରେ ଖୁସି ପରିଲକ୍ଷିତ ହୋଇଥିଲା। ତେବେ ସବୁଠାରୁ ଅଧିକ ଖୁସି ଅନୁଭବ କରିଥିଲେ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧୱନ୍‌।
ଧୱନ୍‌ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ବେଳେ ହଠାତ୍‌ ଫ୍ୟାନ୍‌ମାନଙ୍କ ଆଡ଼କୁ ମୁହଁ କରି ନାଚିବା ଆରମ୍ଭ କରିଦେଇଥିଲେ। ଧୱନ୍‌ଙ୍କ ଭାଙ୍ଗଡ଼ା ନୃତ୍ୟ ଦେଖି ଷ୍ଟାଡିୟମ୍‌ରେ ଥିବା ଦର୍ଶକମାନେ ମଧ୍ୟ ନାଚିବା ଆରମ୍ଭ କରିଦେଇଥିଲେ। ବେଶ କିଛି ସମୟ ଧୱନ୍‌ ଏଭଳି ଭାଙ୍ଗଡ଼ା ନୃତ୍ୟ କରି ଦର୍ଶକଙ୍କୁ ମତୁଆଲା କରିଥିଲେ।

https://twitter.com/twitter/statuses/1038124616672333824

ଧୱନ୍‌ଙ୍କ ଏହି ଭାଙ୍ଗଡ଼ା ନୃତ୍ୟ କେବଳ ଦର୍ଶକଙ୍କ ମଧ୍ୟରେ ସୀମିତ ନଥିଲା। ଏହାର ପ୍ରଭାବ କମେଣ୍ଟ୍ରୀ ବକ୍ସରେ ମଧ୍ୟ ପଡ଼ିଥିଲା। କମେଣ୍ଟ୍ରୀ ବକ୍ସରେ ଥିବା ହରଭଜନ୍‌ ସିଂହ ଓ ଡେ଼ଭିଡ୍‌ ଲୟେଡ୍ ମଧ୍ୟ ଭାଙ୍ଗଡ଼ା ନୃତ୍ୟ କରିଥିଲେ।  ଧୱନ୍‌ଙ୍କ ନୃତ୍ୟ ପରେ ପ୍ରଥମେ ଭଜି ଭାଙ୍ଗଡ଼ା ନାଚିଥିଲେ। ଏହାକୁ ଡେ଼ଭିଡ୍‌ ନକଲ୍‌ କରି ଭଜିଙ୍କ ସହ ତାଳ ମିଶାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

https://twitter.com/twitter/statuses/1038142411359305728

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story