d
ରାଞ୍ଚି: କ୍ରିକେଟ ଠାରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ଏବେ ନିଜ ପରିବାର ବିଶେଷ କରି ଝିଅ ଜିଭାଙ୍କ ସହ ସମୟ କାଟିବାରେ ବ୍ୟସ୍ତ ରହିଛନ୍ତି।
ଜିଭାଙ୍କ ସହ ଧୋନି କରୁଥିବା ମଜାମସ୍ତିକୁ ସେ ସୋଶାଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି। ଗତକାଲି ଉଭୟ ଗାଡ଼ି ଧୋଇବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ଆଜି ଜିଭା ବାପା ଧୋନିଙ୍କ କାନ୍ଧକୁ ମାଲିସ୍ କରୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭଡିଓ ଅନୁଯାୟୀ, ଧୋନି ସୋଫାରେ ବସିଛନ୍ତି। ସୋଫାର ଉପରି ଭାଗରେ ଝିଅ ଜିଭା ବସି ଧୋନିଙ୍କ କାନ୍ଧକୁ ମାଲିସ କରିବାରେ ବ୍ୟସ୍ତ ରହିଛନ୍ତି।
ଜିଭାଙ୍କ ମାଲିସ୍ରେ ମଧ୍ୟ ଧୋନି ଆଶ୍ୱସ୍ତ ଅନଭୁବ କରୁଥିବା ଦୃଶ୍ୟ ଏଥିରେ ରହିଛି।
ଦେଖନ୍ତୁ ଭିଡିଓ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/d-10.jpg)