ଏସିଆନ୍ ଗେମ୍ସ: ୨୦୦ ମିଟର ସେମିଫାଇନାଲ୍‌ରେ ଦୂତୀ ଓ ହିମା

ଜାକର୍ତ୍ତା:୨୦୦ ମିଟର୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଦୂତୀ ଚାନ୍ଦ ଏବଂ ହିମା ଦାସ। ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ପରେ ୨୦୦ ମିଟର ହିଟ୍ସରେ ସେମିଫାଇନାଲ୍‌ରେ ପହଞ୍ଚି ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ସୃଷ୍ଟି କରିଛନ୍ତି। ୨୩.୩୭ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ। ସେମିଫାଇନାଲ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସେହିପରି ହିମା ମଧ୍ୟ ୨୦୦ ମିଟର ଦୌଡ଼ର ସେମିଫାଇନାଲରେ ପହଞ୍ଚିଛନ୍ତି। ତାଙ୍କର ଟାଇମିଂ ୨୩.୪୭ […]

dutti

dutti

Rakesh Mallick
  • Published: Tuesday, 28 August 2018
  • Updated: 28 August 2018, 05:27 AM IST

Sports

Latest News

ଜାକର୍ତ୍ତା:୨୦୦ ମିଟର୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଦୂତୀ ଚାନ୍ଦ ଏବଂ ହିମା ଦାସ। ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ପରେ ୨୦୦ ମିଟର ହିଟ୍ସରେ ସେମିଫାଇନାଲ୍‌ରେ ପହଞ୍ଚି ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ସୃଷ୍ଟି କରିଛନ୍ତି।

୨୩.୩୭ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ।
ସେମିଫାଇନାଲ୍‌ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ସେହିପରି ହିମା ମଧ୍ୟ ୨୦୦ ମିଟର ଦୌଡ଼ର ସେମିଫାଇନାଲରେ ପହଞ୍ଚିଛନ୍ତି। ତାଙ୍କର ଟାଇମିଂ ୨୩.୪୭ ସେକେଣ୍ଡ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos