ଓଡ଼ିଶାର ନାଁକରା ଧାବିକା ଦୂତୀ ଚାନ୍ଦଙ୍କୁ ନାଡା ବର୍ତ୍ତମାନ ଚାରି ବର୍ଷ ପାଇଁ ବ୍ୟାନ କରିଛି । ଏହାପରେ ସେ କହିଛନ୍ତି ସେ କ୍ୟାନ୍ସରରେ ପିଡିତ ବୋଲି । କ୍ୟାନ୍ସର ଔଷଧ ଖାଇବା ଯୋଗୁଁ ଦୂତୀ ଡୋପ୍ ଟେଷ୍ଟରେ ଫେଲ ହୋଇଥିବା କହିଛନ୍ତି । ଆଗକୁ କେମିତି ରହୁଛି ଦୂତୀଙ୍କ ସଂଘର୍ଷ ସେ ବିଷୟରେ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଓଡ଼ିଆ ଦୌଡ଼ରାଣୀ ଦୂତୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଗାବାରେ ବର୍ଷା ଯୋଗୁ ବାରମ୍ବାର ଅଟକିଲା ଖେଳ: ବ୍ୟାକଫୁଟରେ ଭାରତୀୟ ଟିମ
ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।
Sports
ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ଶେଖ୍ ସବୁଠୁ ମହଙ୍ଗା
୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲେ ୪ ଜଣ ଖେଳାଳି।
Sports
ଗାବାରେ ଚମକିଲେ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ
୫ ୱିକେଟ ସଫଳତା ହାସଲ କରି କପିଲ ଦେବଙ୍କୁ ପଛରେ ପକାଇଲେ ବୁମ୍ରା। ଅନୀଲ କୁମ୍ବଲେଙ୍କ ରେକର୍ଡ ବି ସଂକଟରେ।
Sports
ହେଡ-ସ୍ମିଥଙ୍କ ଶତକ ପରେ ବ୍ୟାକଫୁଟରେ ଭାରତ
ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ଟ୍ରାଭିସ ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ।
Cricket
ବ୍ରିସବେନରେ ରନ୍ ବର୍ଷା: ହେଡ୍ଙ୍କ ପରେ ସ୍ମିଥ୍ଙ୍କ ଶତକ
ଟ୍ରାଭିସ୍ ହେଡ୍ ଦେଢ଼ ଶହ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି।