Advertisment

'କ୍ୟାନ୍ସର ପାଇଁ ଦୂତୀ ଖାଉଛନ୍ତି ଜଡ଼ିବୁଟି'

ଓଡ଼ିଶାର ନାଁକରା ଧାବିକା ଦୂତୀ ଚାନ୍ଦଙ୍କୁ ନାଡା ବର୍ତ୍ତମାନ ଚାରି ବର୍ଷ ପାଇଁ ବ୍ୟାନ କରିଛି । ଏହାପରେ ସେ କହିଛନ୍ତି ସେ କ୍ୟାନ୍ସରରେ ପିଡିତ ବୋଲି । କ୍ୟାନ୍ସର ଔଷଧ ଖାଇବା ଯୋଗୁଁ ଦୂତୀ ଡୋପ୍ ଟେଷ୍ଟରେ ଫେଲ ହୋଇଥିବା କହିଛନ୍ତି ।

Advertisment

ଓଡ଼ିଶାର ନାଁକରା ଧାବିକା ଦୂତୀ ଚାନ୍ଦଙ୍କୁ ନାଡା ବର୍ତ୍ତମାନ ଚାରି ବର୍ଷ ପାଇଁ ବ୍ୟାନ କରିଛି । ଏହାପରେ ସେ କହିଛନ୍ତି ସେ କ୍ୟାନ୍ସରରେ ପିଡିତ ବୋଲି । କ୍ୟାନ୍ସର ଔଷଧ ଖାଇବା ଯୋଗୁଁ ଦୂତୀ ଡୋପ୍ ଟେଷ୍ଟରେ ଫେଲ ହୋଇଥିବା କହିଛନ୍ତି । ଆଗକୁ କେମିତି ରହୁଛି ଦୂତୀଙ୍କ ସଂଘର୍ଷ ସେ ବିଷୟରେ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଓଡ଼ିଆ ଦୌଡ଼ରାଣୀ ଦୂତୀ । 

Advertisment
Odisha ‌Dutee Chand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe