Advertisment

ବୁମ୍ରାଙ୍କ ବୋଲିଂ ନକଲ କଲେ ବୃଦ୍ଧା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ନିଆରା ବୋଲିଂ ଷ୍ଟାଇଲ୍‌କୁ ନେଇ ବାରମ୍ବାର ଚର୍ଚ୍ଚା ହୋଇ ଆସୁଛି। ନିଜର ନିଆରା ଶୈଳୀ ଓ ଦ୍ରୁତ ବୋଲିଂ ପାଇଁ ବୁମ୍ରା ଏବେ ଆଇସିସି ଦିନିକିଆର ୧ ନଂ ବୋଲର। ତେବେ ୨୦୧୬ରେ ଭାରତ ପାଇଁ ଡେବ୍ୟୁ କରିଥିବା ବୁମ୍ରାଙ୍କ ବୋଲିଂ ଶୈଳୀକୁ ନକଲ କରିବା ପାଇଁ ଅନେକ ଲୋକ ଚେଷ୍ଟା କରିଛନ୍ତି। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବୃଦ୍ଧା ଏକଦମ […]

ବୁମ୍ରାଙ୍କ ବୋଲିଂ ନକଲ କଲେ ବୃଦ୍ଧା, ଦେଖନ୍ତୁ ଭିଡିଓ

b

Advertisment

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ନିଆରା ବୋଲିଂ ଷ୍ଟାଇଲ୍‌କୁ ନେଇ ବାରମ୍ବାର ଚର୍ଚ୍ଚା ହୋଇ ଆସୁଛି। ନିଜର ନିଆରା ଶୈଳୀ ଓ ଦ୍ରୁତ ବୋଲିଂ ପାଇଁ ବୁମ୍ରା ଏବେ ଆଇସିସି ଦିନିକିଆର ୧ ନଂ ବୋଲର। ତେବେ ୨୦୧୬ରେ ଭାରତ ପାଇଁ ଡେବ୍ୟୁ କରିଥିବା ବୁମ୍ରାଙ୍କ ବୋଲିଂ ଶୈଳୀକୁ ନକଲ କରିବା ପାଇଁ ଅନେକ ଲୋକ ଚେଷ୍ଟା କରିଛନ୍ତି।

Advertisment

ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବୃଦ୍ଧା ଏକଦମ ବୁମ୍ରାଙ୍କ ଶୈଳୀରେ ବୋଲିଂ କରୁଥିବାର ଦେଖିବାକୁ ମିଳିଛି। ବୁମ୍ରାଙ୍କ ଜଣେ ଫ୍ୟାନ୍‌ ତାଙ୍କ ମା’ ତାଙ୍କ ଭଳି ବୋଲିଂ କରୁଥିବା ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ବୁମ୍ରା ଏହା ଦେଖିବା ସହ ପ୍ରଶଂସା ମଧ୍ୟ କରିଛନ୍ତି। ବୁମ୍ରା ଲେଖିଛନ୍ତି, “ଦିସ୍‌ ମେଡ୍‌ ପାଇଁ ଡେ।”

ଏବେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡିଓ

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe