Advertisment

ଚତୁର୍ଥ ଟେଷ୍ଟ: ଭାରତ ଆଗରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ

ସାଉଥାମ୍ପଟନ୍‌: ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ୨୭୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଖେଳର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଭାରତ ଆଗରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଦ୍ୱିତୀୟ ଇଂନିସ୍‌ରେ ଭାରତୀୟ ବୋଲର୍‌ ମହମ୍ମଦ ଶାମିଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ୧୬ ଓଭର ବୋଲିଂ କରି ୪ ଜଣ ଇଂଲଣ୍ଡ ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଓ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ଚତୁର୍ଥ ଟେଷ୍ଟ: ଭାରତ ଆଗରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ

shami_india_4th_test 32 kb

ସାଉଥାମ୍ପଟନ୍‌: ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଇଂଲଣ୍ଡ ୨୭୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଖେଳର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଭାରତ ଆଗରେ ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

Advertisment

ଦ୍ୱିତୀୟ ଇଂନିସ୍‌ରେ ଭାରତୀୟ ବୋଲର୍‌ ମହମ୍ମଦ ଶାମିଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ୧୬ ଓଭର ବୋଲିଂ କରି ୪ ଜଣ ଇଂଲଣ୍ଡ ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶାନ୍ତ ଶର୍ମା ୨ଟି ଏବଂ ରବିଚନ୍ଦ୍ରନ ଅଶ୍ୱିନ ଓ ଜସ୍‌ପ୍ରିତ୍‌ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।

ଇଂଲଣ୍ଡ ପକ୍ଷରୁ ଜୋସ୍ ବଟ୍ଲର୍‌ ସର୍ବାଧିକ ୬୯ ରନ୍‌ କରିଥିଲେ। ଅଧିନାୟକ ଜୋ ରୁଟ୍‌ ୪୮, କେ. ଜେନିଙ୍ଗସ୍‌ ୩୬, ବେନ୍‌ ଷ୍ଟୋକ୍ସ ୩୦ ଏବଂ ସାମ୍‌ କରାନ୍‌ ୪୬ ରନ୍‌ କରିଥିଲେ।

Advertisment