ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଝଟକା; ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ

ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଶକ୍ତ ଝଟକା । ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନସ୍ ।

Match

ମ୍ୟାଚ ଶେଷ ପରଠୁ ଦୃଶ୍ୟ ।

Niharika Rout
  • Published: Saturday, 27 May 2023
  • Updated: 27 May 2023, 09:02 AM IST

Sports

Latest News

ଆଇପିଏଲ ଫାଇନାଲ ଚୂଡାନ୍ତ । ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଗୁଜରାଟ ଟାଇଟନ୍ସ । ଶୁକ୍ରବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଛି ଶକ୍ତ ଝଟକା ।

ପାଞ୍ଚ ଥରର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନସ୍ । ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କ ଦମଦାର ଶତକୀୟ ଇନିଂସ ଗୁଜରାଟକୁ ବିଜୟ ଦେଇଛି। ଶୁଭମନଙ୍କ ବିସ୍ଫୋରକ ୧୨୯ ରନ ବଳରେ ମୁମ୍ବାଇ ଆଗରେ ୨୩୪ ରନର ଟାର୍ଗେଟ୍ ଦେଇଥିଲା ଗୁଜରାଟ ଟାଇଟାନ୍ସ ।

ଗୁଜରାଟର ସାଇ ସୁଦର୍ଶନ ଦ୍ୱିତୀୟ ସର୍ବାଧିକ ୪୩ ରନ କରିଥିଲେ । ତେବେ ଟାର୍ଗେଟର ପିଛା କରି ମାତ୍ର ୧୭୧ ରନରେ ଅଟକି ଯାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଗୁଜରାଟ ଟାଇଟାନସର ବୋଲର ମୋହିତ ଶର୍ମାଙ୍କ ବଲର ସାମନା କରିପାରିନଥିଲେ ମୁମ୍ବାଇର ନାମିଦାମି ଖେଳାଳି।

Also Read

ମୋହିତ ୨ଓଭର ୨ଟି ବଲରୁ ୧୦ ରନ ଦେଇ ୫ଟି ୱିକେଟ ନେଇଥିଲେ। ମହମ୍ମଦ ସାମି ଓ ରାଶିଦ ଖାନଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା । ସେପଟେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନସର ଶୁଭକମ ଗିଲ୍ ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଂଗିଛନ୍ତି ।

ପ୍ଲେଅଫ୍ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟମ୍ୟାସ ହୋଇଛନ୍ତି ଶୁଭମନ ଗିଲ୍ । ପୂର୍ବରୁ ବୀରେନ୍ଦ୍ର ସେହ୍ୱାଗ ୧୨୨ ରନ ସଂଗ୍ରହ କରିଥିଲେ ।

ଆସନ୍ତାକାଲି ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story