gst-new
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର) ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ମ୍ୟାଚ ଦେଖିବା ପାଇଁ ଯଦି ଆପଣଙ୍କୁ ମାଗଣାରେ ଫ୍ରାଞ୍ଚାଇଜି ଓନରଙ୍କଠାରୁ କମ୍ପ୍ଲିମେଣ୍ଟାରି ଟିକେଟ ମିଳିଛି ତେବେ ତାହାକୁ ନେଇ ବେଶି ଖୁସି ହେବାର କିଛି ନାହିଁ। କାରଣ ଏଥିରେ ବି ଆପଣଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏହା ଟିକସ ମୁକ୍ତ ନୁହେଁ। ଏଥିରେ ୫% କି ୧୨ % ନୁହେଁ ବରଂ ୧୮% ଟିକସ ଲାଗୁ ହେବ। ଅଥରିଟି ଫର୍ ଆଡଭାନ୍ସ ରୁଲିଂ(ଏଏଆର୍) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି।
କୌଣସି ମତେ ଯଦି ମାଗଣାରେ କାହାକୁ ଆଇପିଏଲ୍ ଟିକେଟ୍ ମିଳିଛି ଏଥିରେ ଜିଏସ୍ଟି ଲାଗୁ ହେବ କି ନାହିଁ ସେ ନେଇ କେ.ପି.ଏଚ୍ ଡ୍ରିମ୍ କ୍ରିକେଟ୍ ପ୍ରାଇଭେଟ୍ ଲିମିଟେଡ୍ର ଏକ ଆବେଦନର ଉତ୍ତରରେ ଏଏଆର୍ କହିଛନ୍ତି ଏଥିରେ ୧୮% ଜିଏସ୍ଟି ଲାଗୁହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/gst-new.jpg)