Advertisment

୧ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଆଇପିଏଲରେ କାମ କରୁଛନ୍ତି ସାଂସଦ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ: ନିଜ ଲୋକସଭା କ୍ଷେତ୍ରରେ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଖାଇବାକୁ ଦେବାକୁ ଜଣେ ସାଂସଦଙ୍କୁ ଆଇପିଏଲରେ କାମ କରିବାକୁ ପଡ଼ୁଛି। ଖାଲି ଏମିତି ନୁହେଁ, ଏହାଛଡ଼ା ତାଙ୍କୁ କ୍ରିକେଟ ସିଧାପ୍ରସାରଣ ବେଳେ କମେଣ୍ଟ୍ରି ଦେବାକୁ ମଧ୍ୟ ପଡ଼ୁଛି। ଲୋକଙ୍କ ମୁହଁରେ ଆହର ଦେବାକୁ ଏଭଳି କଷ୍ଟ ସହୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମର ଲୋକପ୍ରିୟ ଖେଳାଳି ତଥା ପୂର୍ବ-ଦିଲ୍ଲୀ ସାଂସଦ ଗୌତମ ଗାମ୍ଭୀର। ଜଣେ ସାଂସଦ ହୋଇଥିଲେ ହୋଇଥିଲେ ହେଁ ସେ ଲକ୍ଷ୍ନୌ ସୁପର […]

ଅଦ୍ୟତନ ହୋଇଛି
୧ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦେବା ପାଇଁ ଆଇପିଏଲରେ କାମ କରୁଛନ୍ତି ସାଂସଦ ଗୌତମ ଗାମ୍ଭୀର

Goutam

Advertisment

ନୂଆଦିଲ୍ଲୀ: ନିଜ ଲୋକସଭା କ୍ଷେତ୍ରରେ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଖାଇବାକୁ ଦେବାକୁ ଜଣେ ସାଂସଦଙ୍କୁ ଆଇପିଏଲରେ କାମ କରିବାକୁ ପଡ଼ୁଛି। ଖାଲି ଏମିତି ନୁହେଁ, ଏହାଛଡ଼ା ତାଙ୍କୁ କ୍ରିକେଟ ସିଧାପ୍ରସାରଣ ବେଳେ କମେଣ୍ଟ୍ରି ଦେବାକୁ ମଧ୍ୟ ପଡ଼ୁଛି। ଲୋକଙ୍କ ମୁହଁରେ ଆହର ଦେବାକୁ ଏଭଳି କଷ୍ଟ ସହୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମର ଲୋକପ୍ରିୟ ଖେଳାଳି ତଥା ପୂର୍ବ-ଦିଲ୍ଲୀ ସାଂସଦ ଗୌତମ ଗାମ୍ଭୀର।

Advertisment

ଜଣେ ସାଂସଦ ହୋଇଥିଲେ ହୋଇଥିଲେ ହେଁ ସେ ଲକ୍ଷ୍ନୌ ସୁପର ଜିଆଣ୍ଟ ନିମନ୍ତେ ଆଇପିଏଲରେ ମେଣ୍ଟର ଭାବେ କାମ କରିବା ଓ ଅନ୍ୟ ମ୍ୟାଚରେ ଖେଳର ଧାରା ବିବରଣୀ ପ୍ରସାରଣ କାରୁଛନ୍ତି। ତାଙ୍କର ଏଭଳି ଟଙ୍କା ରୋଜଗାର କରିବା ପନ୍ଥାକୁ ନେଇ ଅନେଇ ଅଙ୍ଗୁଳି ଉଠାଇଥିଲେ। ହେଲେ ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କଡ଼ା ସମାଲୋଚନା କରି କହିଛନ୍ତି, ସେ ନିଜ ପାଇଁ ନୁହେଁ ବରଂ ଆରମ୍ଭ କରିଥିବା ଜନ ରୋଷେଇ ଅଭିଯାନ ଚାଲୁ ରଖିବା ନିମେନ୍ତ ଏହି କାମ କରୁଛନ୍ତି।

ଅଭିଯାନ ଚାଲୁ ରଖିବାକୁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯାହାକୁ ସେ ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି। ଏମପି ଲ୍ୟାଡରୁ ଏହି ଟଙ୍କା ଖର୍ଚ୍ଚ ହେଉନି। ଏହି କଥା ଏବେ ତାଙ୍କ ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe