ଦୃଢ଼ ଇଛା ଶକ୍ତି ଓ ମନୋବଳ ଥିଲେ ସବୁ କିଛି ହାସଲ କରି ହୁଏ, ଆଉ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ଡାଙ୍ଗର ପ୍ରତୀକ ମହାରଣା। ଦିନେ କାହାର ଭୋକ ମେଣ୍ଟାଇବାକୁ ହାତରେ ଖାଦ୍ୟ ଧରି ପହଁଞ୍ଚୁଥିଲେ। ଆଉ ଶେଷରେ ଅକ୍ଲାନ୍ତ ପରିଶ୍ରମ ଆଣିଦେଇଛି ବିଜୟର ସ୍ୱାଦ । ୩୮ ତମ ଜୁନିୟର ଆଥଲେଟିକ୍ସ ଚାମ୍ପିଅନ୍ସିପ-୨୦୨୩ରେ ଶହେ ଓ ୨ଶହ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ପ୍ରତୀକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
'ଚାମ୍ପିୟନ୍ସ ଟ୍ରଫି ଟୁର୍' ନୂଆ କାର୍ଯ୍ୟସୂଚୀ ଜାରି, ପିଓକେକୁ ବାଦ ଦେଲା ଆଇସିସି
ଚାମ୍ପିୟନ୍ସ ଟ୍ରଫି ଟୁର୍ ପାଇଁ ନୂଆ ସହରର ତାଲିକା ଘୋଷଣା କରିଛି ଆଇସିସି। ଏଥିରେ ପିଓକେର କୌଣସି ସହର ନାହିଁ।
Hockey
ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ
ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।
Cricket
ଦକ୍ଷିଣ-ଆଫ୍ରିକାରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ଟିମ୍ ଇଣ୍ଡିଆ
ଦକ୍ଷିଣ-ଆଫ୍ରିକାରେ ଟି-୨୦ ସିରିଜ ଜିତିଲା ଭାରତ । ଘରୋଇ ଦକ୍ଷିଣ ଆଫ୍ରିକାକୁ ୪ଟିକିଆ ଟି-୨୦ ସିରିଜରେ ୧/୩ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ।
Cricket
ପୁଣି ଥରେ ବାପା ହେଲେ ରୋହିତ ଶର୍ମା
ଗତକାଲି ରୋହିତଙ୍କ ପତ୍ନୀ ରିତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ରୋହିତ ଶର୍ମାଙ୍କର ଏକ ଝିଅ ରହିଛି।
Cricket
ଶେଷ ଟି-୨୦ରେ ଭାରତର ରେକର୍ଡ ରନ ବର୍ଷା, ସାମସନ ଓ ତିଲକଙ୍କ ବିସ୍ଫୋରକ ଶତକ
ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଛି।