ଡେଲିଭରୀ ବୟରୁ ଗୋଲ୍ଡ ମେଡାଲିଷ୍ଟ

  • Published: Sunday, 17 December 2023
  • , Updated: 17 December 2023, 07:34 PM IST

ଦୃଢ଼ ଇଛା ଶକ୍ତି ଓ ମନୋବଳ ଥିଲେ ସବୁ କିଛି ହାସଲ କରି ହୁଏ, ଆଉ ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ଡାଙ୍ଗର ପ୍ରତୀକ ମହାରଣା। ଦିନେ କାହାର ଭୋକ ମେଣ୍ଟାଇବାକୁ ହାତରେ ଖାଦ୍ୟ ଧରି ପହଁଞ୍ଚୁଥିଲେ। ଆଉ ଶେଷରେ ଅକ୍ଲାନ୍ତ ପରିଶ୍ରମ ଆଣିଦେଇଛି ବିଜୟର ସ୍ୱାଦ । ୩୮ ତମ ଜୁନିୟର ଆଥଲେଟିକ୍ସ ଚାମ୍ପିଅନ୍ସିପ-୨୦୨୩ରେ ଶହେ ଓ ୨ଶହ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ପ୍ରତୀକ।

 

Related story