ହରିଆଣା ବିପକ୍ଷ ରଣଜୀ ମ୍ୟାଚ୍: ନଟରାଜ ଓ ରଞ୍ଜିତଙ୍କ ଶତକ, ଓଡ଼ିଶା ୨୮୦/୧

ଲାହଲି: ହରିଆଣାର ଲାହଲି ସ୍ଥିତ ଚୌଧୁରୀ ବଂଶୀ ଲାଲ୍ କ୍ରିକେଟ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ଦଳ ଗୋଟିଏ ୱିକେଟ୍ ହରାଇ ୨୮୦ ରନ୍ କରିଛି। ଅଧିନାୟକ ନଟରାଜ ବେହେରା ଓ ରଂଜିତ ସିଂହ ଶତକ ହାସଲ କରିଛନ୍ତି। ନଟରାଜ ୧୪୩ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ରଂଜିତ ୧୦୯ ରନ୍ କରି ଅପରାଜିତ ଅଛନ୍ତି। ନଟରାଜଙ୍କର ଏହା ଅଷ୍ଟମ ପ୍ରଥମ […]

hariyana vs odisha

hariyana vs odisha

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 01:16 PM IST

Sports

Latest News

ଲାହଲି: ହରିଆଣାର ଲାହଲି ସ୍ଥିତ ଚୌଧୁରୀ ବଂଶୀ ଲାଲ୍ କ୍ରିକେଟ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ଦଳ ଗୋଟିଏ ୱିକେଟ୍ ହରାଇ ୨୮୦ ରନ୍ କରିଛି। ଅଧିନାୟକ ନଟରାଜ ବେହେରା ଓ ରଂଜିତ ସିଂହ ଶତକ ହାସଲ କରିଛନ୍ତି। ନଟରାଜ ୧୪୩ ରନ୍ କରି ନଟ୍ ଆଉଟ୍ ରହିଥିବା ବେଳେ ରଂଜିତ ୧୦୯ ରନ୍ କରି ଅପରାଜିତ ଅଛନ୍ତି। ନଟରାଜଙ୍କର ଏହା ଅଷ୍ଟମ ପ୍ରଥମ ଶ୍ରେଣୀ ଶତକ ହୋଇଥିବା ବେଳେ ପ୍ରଥମ ଶ୍ରେଣୀ କ୍ରିକେଟରେ ଆଜି ପ୍ରଥମ ଥର ପାଇଁ ଶତକ ମାରିଛନ୍ତି ରଂଜିତ।

ଟସ୍ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ଦଳର କ୍ୟାପଟେନ୍ ନଟରାଜ ବେହେରା ଓ ଗିରିଜା ରାଉତ୍। ଏହି ଦୁଇ ଯୋଡ଼ି ଖେଳ ଆରମ୍ଭ ହେବାର ୫.୪ ଓଭରରେ ୧୭ ରନ ସଂଗ୍ରହ କରିଥିଲେ। ଏହି ସମୟରେ ହରିୟାଣାର ଦ୍ରୁତ ବୋଲର ମୋହିତ ଶର୍ମାଙ୍କ ବଲରେ ଆଉଟ୍ ହୋଇଥିଲେ ଗିରିଜା (୧୮ରୁ ୧୦ ରନ)। ଏହାପରେ ନଟରାଜଙ୍କ ସାଥ ଦେବାକୁ ପଡିଆକୁ ଆସିଥିଲେ ରଞ୍ଜିତ ସିଂହ। ଦୁଇ ଖେଳାଳିଙ୍କ ମଧ୍ୟରେ ୧୫୨ ରନରୁ ଅଧିକ ଭାଗୀଦାରି ହୋଇଥିଲା। ଗୋଟିଏ ୱିକେଟ୍ ବିନିମୟରେ ଦଳୀୟ ସ୍କୋର ପହଞ୍ଚିଥିଲା ୨୮୦ରନରେ। ପ୍ରଥମ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ନଟରାଜ ବେହେରା ୨୪୪ ବଲରୁ ୧୪୩ ରନ ଓ ରଞ୍ଜିତ ସିଂହ ୨୬୬ ବଲରୁ ୧୦୯ ରନ କରି ଅପରାଜିତ ରହିଛନ୍ତି। ଦୁଇ ଖେଳାଳିଙ୍କ ଶତକ ବଳରେ ଓଡ଼ିଶା ଭଲ ସ୍ଥିତିରେ ପହଞ୍ଚିଛି। ହାତରେ ଆଉ ତିନି ଥିବା ଯୋଗୁଁ ହରିଆଣା ପାଇଁ ଦଳ ଏକ ବିରାଟ ଲକ୍ଷ୍ୟ ରଖିବାକୁ ଯୋଜନା କରିଛି।

ନଟରାଜ ଓ ରଞ୍ଜିତଙ୍କୁ ରୋକିବାକୁ ହରିୟାଣା ପକ୍ଷରୁ ୭ ଜଣ ବୋଲର ନିୟୋଜିତ କରିଥିଲା ଦଳ। ଦଳ ପକ୍ଷରୁ ଏଚଭି ପଟେଲ(୧୬ ଓଭର), ମୋହିତ ଶର୍ମା(୧୫ ଓଭର),ଏଏଚ ହୁଡା(୧୬ ଓଭର),ଏସଆର ରାଣା(୩ ଓଭର), ଜେ ଜେ ଯାଦବ୍(୨୧ ଓଭର), ୟୁ.ଚାହାଲ(୧୩ ଓଭର) ଓ ସି.କେ ବିଷ୍ଣୋଇ(୩ ଓଭର) ବୋଲିଂ କରିଥିଲେ। ତେବେ ଓଡ଼ିଶାର ବ୍ୟାଟିଂ ଲାଇନକୁ ବିଗାଡ଼ିବାକୁ ସକ୍ଷମ ହୋଇପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story