ଏସିଆନ୍‌ ଗେମ୍ସ୍‌: ଦୌଡ଼ରେ ଭାରତକୁ ୨ ରୌପ୍ୟ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍‌ ଗେମ୍‌ସରେ ରବିବାର ୪୦୦ ମିଟର ଦୌଡରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଛି। ମହିଳା ୪୦୦ ମିଟର ଦୌଡ଼ରେ ଭାରତୀୟ ଧାବିକା ହିମା ଦାସ ୫୦.୭୯ ସେକେଣ୍ଡରେ ଟାର୍ଗେଟ୍‌କୁ ଅତିକ୍ରମ କରି ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ ବାହାରିନ୍‌ ପ୍ରତିଯୋଗୀ ନାସିର୍‌ ସ୍ୱର୍ଣ୍ଣ ପଦକ ପାଇଥିବାବେଳେ କାଜକାସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି। ସେହିପରି ପୁରୁଷ ୪୦୦ ମିଟର୍‌ ଦୌଡ଼ରେ ଭାରତୀୟ ଧାବକ ମହମ୍ମଦ ଅନସ୍ ୟାହିଆ […]

hima

hima

Rakesh Mallick
  • Published: Sunday, 26 August 2018
  • Updated: 26 August 2018, 01:13 PM IST

Sports

Latest News

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍‌ ଗେମ୍‌ସରେ ରବିବାର ୪୦୦ ମିଟର ଦୌଡରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଛି।

ମହିଳା ୪୦୦ ମିଟର ଦୌଡ଼ରେ ଭାରତୀୟ ଧାବିକା ହିମା ଦାସ ୫୦.୭୯ ସେକେଣ୍ଡରେ ଟାର୍ଗେଟ୍‌କୁ ଅତିକ୍ରମ କରି ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ ବାହାରିନ୍‌ ପ୍ରତିଯୋଗୀ ନାସିର୍‌ ସ୍ୱର୍ଣ୍ଣ ପଦକ ପାଇଥିବାବେଳେ କାଜକାସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି।

ସେହିପରି ପୁରୁଷ ୪୦୦ ମିଟର୍‌ ଦୌଡ଼ରେ ଭାରତୀୟ ଧାବକ ମହମ୍ମଦ ଅନସ୍ ୟାହିଆ ୪୫.୬୯ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଦେଶ ପାଇଁ ଆଉ ଏକ ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ କତାର୍‌ର ପ୍ରତିଯୋଗୀ ଅଦ୍ଦାଲେହ୍ ହାସନ୍‌ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story