ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ହୋଇଛି। ଦୁଇଟି ଜର୍ସି ରହିଛି । ଉଭୟରେ ଓଡିଶାର ଇତିହାସ, କଳା ଆଦି ପ୍ରତିଫଳିତ ହୋଇଛି।
ମାସ୍କଟର ନାମ ‘ଜିତ’ ରହିଛି। ଚଳିତବର୍ଷ ଟିମ ବେଶ ସନ୍ତୁଳିତ ରହିଛି। ରାଜ୍ୟରୁ ଆଠ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି। ହକି ଇଣ୍ଡିଆ ଲିଗରେ ଟିମ୍ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।
ଏହି ଅବସରରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା, ବେଦାନ୍ତ ସିଇଓ ସୁନୀଲ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଭାରତ ଛାଡ଼ି ଲଣ୍ଡନ ପଳାଇବେ ବିରାଟ କୋହଲି!
ଖୁବ୍ଶୀଘ୍ର ଭାରତକୁ ବାଏ ବାଏ କରିବେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ସେ ପରିବାର ସହ ଲଣ୍ଡନରେ ସ୍ଥାୟୀ ଭାବେ ବସବାସ କରିବେ।
Cricket
ଟି-୨୦ରେ ହ୍ୟାଟ୍ରିକ ଅର୍ଦ୍ଧଶତକ: ଏକାଧିକ ରେକର୍ଡ କଲେ ସ୍ମୃତି ମନ୍ଧାନା
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଏହା ମନ୍ଧାନାଙ୍କ କ୍ରମାଗତ ତୃତୀୟ ଅର୍ଦ୍ଧଶତକ। ପ୍ରଥମ ଟି-୨୦ରେ ସେ ୫୪ ରନର ଇନିଂସ ଖେଳିଥିବା ବେଳେ ଭାରତ ବିଜୟୀ ହୋଇଥିଲା। ଦ୍ୱିତୀୟ ଟି-୨୦ରେ ମଧ୍ୟ ସେମାନ ୫୪ ରନ କରିଥିଲେ। ହେଲେ ଭାରତକୁ ହାରିବାକୁ ପଡ଼ିଥିଲା।
Cricket
ଅଶ୍ୱିନଙ୍କ ଅବସରକୁ ନେଇ ରୋହିତ ଓ ବିରାଟଙ୍କ ଭିନ୍ନ ମତ, ସୃଷ୍ଟି କଲା ଦ୍ୱନ୍ଦ୍ୱ
ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୩ଟି ଟେଷ୍ଟରୁ ଅଶ୍ୱିନ କେବଳ ପିଙ୍କ ବଲ ଟେଷ୍ଟରେ ନଜର ଆସିଥିଲେ। ପର୍ଥ ଟେଷ୍ଟରେ ୱାଶିଂଟନ ସୁନ୍ଦର ଓ ବ୍ରିସବେନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଥିଲା।
Cricket
ଚାମ୍ପିୟନ୍ସ ଟ୍ରଫି: ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବଡ଼ ଘୋଷଣା କଲା ICC
ହାଇବ୍ରିଡ ମଡେଲରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ୍ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ହେବ। କିନ୍ତୁ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ଗୁଡ଼ିକ ପାକିସ୍ତାନରେ ଖେଳାଯିବ।
Cricket
ଅଶ୍ୱିନଙ୍କ ଅପ୍ରତ୍ୟାଶିତ ଅବସର ପଛରେ ଗମ୍ଭୀରଙ୍କ ଭୂମିକା କ’ଣ?
ଗାବା ଟେଷ୍ଟ ଶେଷ ହେବା କ୍ଷଣି ଅଶ୍ୱିନ ହଠାତ୍ କ୍ୟାମେରା ସାମ୍ନାକୁ ଆସିଥିଲେ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କଥା ଘୋଷଣା କରିଥିଲେ। ହେଲେ ହଠାତ କ’ଣ ପାଇଁ ସେ ଅବସର ଘୋଷଣା କଲେ, ସେକଥା ନ କହି ସାମ୍ବାଦିକ ସମ୍ମିଳନୀରୁ ଚାଲି ଯାଇଥିଲେ।