ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ୍। ହେଲେ ଷ୍ଟାଡିୟମରେ ସିଟ୍ ଫାଙ୍କା। ସ୍ଥିତି ଏମିତି ହୋଇଛି ଯେ, ଟିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବିନା ଟିକେଟରେ ଘରକୁ ଫେରିଥିଲେ କ୍ରିଡାପ୍ରେମୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଗାବାରେ ବର୍ଷା ଯୋଗୁ ବାରମ୍ବାର ଅଟକିଲା ଖେଳ: ବ୍ୟାକଫୁଟରେ ଭାରତୀୟ ଟିମ
ତୃତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫୧ ରନରେ ୪ ୱିକେଟ ହରାଇ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି। କେଏଲ ରାହୁଲ ୩୩ ରନ କରିଥିବା ବେଳେ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ବିନା କୌଣସି ରନ କରି କ୍ରିଜରେ ରହିଛନ୍ତି।
Sports
ମହିଳା ପ୍ରିମିୟର ଲିଗ୍ ଅକ୍ସନ: ସିମ୍ରନ ଶେଖ୍ ସବୁଠୁ ମହଙ୍ଗା
୫ଟି ଦଳ ମୋଟ ୧୯ଜଣ ଖେଳାଳିଙ୍କୁ କିଣିଛନ୍ତି। କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲେ ୪ ଜଣ ଖେଳାଳି।
Sports
ଗାବାରେ ଚମକିଲେ ବୁମ୍ରା; ଭାଙ୍ଗିଲେ ଏକାଧିକ ରେକର୍ଡ
୫ ୱିକେଟ ସଫଳତା ହାସଲ କରି କପିଲ ଦେବଙ୍କୁ ପଛରେ ପକାଇଲେ ବୁମ୍ରା। ଅନୀଲ କୁମ୍ବଲେଙ୍କ ରେକର୍ଡ ବି ସଂକଟରେ।
Sports
ହେଡ-ସ୍ମିଥଙ୍କ ଶତକ ପରେ ବ୍ୟାକଫୁଟରେ ଭାରତ
ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗାବାରେ ରନ ବର୍ଷା ହୋଇଥିଲା। ଟ୍ରାଭିସ ହେଡଙ୍କ ବ୍ୟତୀତ ସ୍ମିଥ ମଧ୍ୟ ଶତକୀୟ ପାଳି ଖେଳିଥିଲେ।
Cricket
ବ୍ରିସବେନରେ ରନ୍ ବର୍ଷା: ହେଡ୍ଙ୍କ ପରେ ସ୍ମିଥ୍ଙ୍କ ଶତକ
ଟ୍ରାଭିସ୍ ହେଡ୍ ଦେଢ଼ ଶହ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି।