Advertisment

ସତ କୁହ, ଟିକେଟ୍ କୁଆଡ଼େ ଗଲା?

ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ୍। ହେଲେ ଷ୍ଟାଡିୟମରେ ସିଟ୍ ଫାଙ୍କା। ସ୍ଥିତି ଏମିତି ହୋଇଛି ଯେ, ଟିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବିନା ଟିକେଟରେ ଘରକୁ ଫେରିଥିଲେ କ୍ରିଡାପ୍ରେମୀ।

author-image
Debendra Prusty

ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ୍। ହେଲେ ଷ୍ଟାଡିୟମରେ ସିଟ୍ ଫାଙ୍କା। ସ୍ଥିତି ଏମିତି ହୋଇଛି ଯେ, ଟିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବିନା ଟିକେଟରେ ଘରକୁ ଫେରିଥିଲେ କ୍ରିଡାପ୍ରେମୀ। 

Advertisment
Kalinga Stadium World Cup Hockey Odisha Govt.