ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନ୍। ହେଲେ ଷ୍ଟାଡିୟମରେ ସିଟ୍ ଫାଙ୍କା। ସ୍ଥିତି ଏମିତି ହୋଇଛି ଯେ, ଟିକେଟ୍ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ବିନା ଟିକେଟରେ ଘରକୁ ଫେରିଥିଲେ କ୍ରିଡାପ୍ରେମୀ।