ଅଶୁଭ ଶନିବାର, ଆଉଜଣେ ଅଲିମ୍ପିକ୍ ବିଜେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ […]

kaushik

kaushik

Ranjit Kumar Jena
  • Published: Saturday, 08 May 2021
  • Updated: 08 May 2021, 09:54 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ହକି ପାଇଁ ମେ’ ୮ ତାରିଖ ଅତ୍ୟନ୍ତ ଖରାପ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶର ଦୁଇ ଧୁରନ୍ଦର ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଛି । ସକାଳେ ରବିନ୍ଦର ପାଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ସନ୍ଧ୍ୟାରେ କୌଶିକଙ୍କ ଦେହାନ୍ତ ଖବର ଆସିଛି । ଦୁହେଁ କିଛି ଦିନ ଧରି ଅସୁସ୍ଥ ଥିଲେ ଏବଂ ହସ୍ପିଟାଲାରେ ଭର୍ତ୍ତି ହୋଇଥିଲେ ।

ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଟିମର ସଦସ୍ୟ ରହିଥିବା କୌଶିକଙ୍କୁ ଦିଲ୍ଲୀର ଏକ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । କୌଶିକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ପରେ ତାଙ୍କର ଚିକିତ୍ସା ସେହି ନର୍ସିଂ ହୋମରେ ଚାଲିଛି ।

ଭାରତୀୟ ହକିରେ କୌଶିକଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ୧୯୮୦ ମସ୍କୋ ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ଅଲିମ୍ପିକ୍ସ ହକିରେ ଭାରତର ଏହା ଶେଷ ପଦକ ଥିଲା । ଏହା ପରେ ଅଲିମ୍ପିକ୍ ହକିରେ ଭାରତକୁ କୌଣସି ପଦକ ମିଳିନାହିଁ । କେବଳ ଏତିକି ନୁହେଁ କୌଶିକ ଭାରତର ସିନିୟର ପୁରୁଷ ଓ ମହିଳା ଟିମକୁ ମଧ୍ୟ କୋଚିଂ ଦେଇ ସାରିଛନ୍ତି । ୨୦୦୨ରେ ତାଙ୍କ କୋଚିଂରେ ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଏହା ପୂର୍ବରୁ ଶନିବାର ସକାଳେ ଭାରତର ପୂର୍ବତନ ହକି ଖେଳାଳି ରବିନ୍ଦର ପାଲ୍ ସିଂହଙ୍କର କରୋନାରେ ଦେହାନ୍ତ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story