ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ପୁରୁଷ ହକି ଦଳ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟ ଅଭିଯାନ ଜାରି ରଖିଛି। ଭାରତୀୟ ଦଳ ପକ୍ଷରୁ ହରମନପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ କରିଥିଲେ।
ଆରମ୍ଭରୁ ହିଁ ଭାରତୀୟ ଦଳ ଭଲ ଖେଳ ଦେଖାଇଥିଲା। ଆସନ୍ତାକାଲି ଇଂଲଣ୍ଡ ସହ ଭାରତ ମୁହାଁମୁହିଁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Hockey
ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ
ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।
Hockey
ଦ୍ୱିତୀୟ ମ୍ୟାଚ୍ ଜିତିଲା ଭାରତ, କିନ୍ତୁ ଶୁଟ ଆଉଟରେ ଜର୍ମାନୀ ଠାରୁ ସିରିଜ ହାରିଲା
ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। କିନ୍ତୁ ହକି ଟେଷ୍ଟ ସିରିଜକୁ ଘରୋଇ ଟିମ ଶୁଟ ଆଉଟରେ ଜର୍ମାନୀ ଠାରୁ ହାରି ଯାଇଛି।
Hockey
ଅବସର ଘୋଷଣା କଲେ ରାନୀ ରାମପଲ
ଟୋକିଓ ଅଲିମ୍ପିକ୍ସ ପରେ ୨୯ ବର୍ଷୀୟ ରାନୀ ଆହତ ସମସ୍ୟା ଦେଇ ଗତି କରିଥିଲେ। ଏବେ ସେ ନିଜ ପ୍ରିୟ ଖେଳ ହକିକୁ ଅଲବିଦା କହିଛନ୍ତି।
Cricket
କମନୱେଲଥ ଗେମ୍ସରୁ ହକି, କ୍ରିକେଟ, କୁସ୍ତି ଓ ଶୁଟିଂ ସମେତ ୯ ଇଭେଣ୍ଟ ବାଦ୍
ଗ୍ଲାସଗୋରେ ହେବାକୁ ଥିବା କମନୱେଲଥ ଗେମ୍ସରୁ 9ଟି ଖେଳକୁ ବାଦ ଦିଆଯାଇଛି
Hockey
ହକି ଇଣ୍ଡିଆ ଲିଗ: ହରମନପ୍ରୀତ ସବୁଠାରୁ ଦାମୀ, ଏହି ଟିମକୁ ଗଲେ ଅମିତ ରୋହିଦାସ
ଓଡ଼ିଶାର ଅମିତ ରୋହିଦାସ ଏଚଆଇଏଲରେ ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ।