Advertisment

ଘାନାକୁ ୧୧-୦ ଗୋଲରେ ହରାଇଲା ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ପୁରୁଷ ହକି ଦଳ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟ ଅଭିଯାନ ଜାରି ରଖିଛି। ଭାରତୀୟ ଦଳ ପକ୍ଷରୁ ହରମନପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ କରିଥିଲେ। ଆରମ୍ଭରୁ ହିଁ ଭାରତୀୟ ଦଳ ଭଲ ଖେଳ ଦେଖାଇଥିଲା। ଆସନ୍ତାକାଲି ଇଂଲଣ୍ଡ ସହ ଭାରତ ମୁହାଁମୁହିଁ ହେବ।

author-image
Niranjan Mishra
ଅଦ୍ୟତନ ହୋଇଛି
ଘାନାକୁ ୧୧-୦ ଗୋଲରେ ହରାଇଲା ଭାରତ

hockey

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତୀୟ ପୁରୁଷ ହକି ଦଳ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟ ଅଭିଯାନ ଜାରି ରଖିଛି। ଭାରତୀୟ ଦଳ ପକ୍ଷରୁ ହରମନପ୍ରୀତ ସିଂ ହ୍ୟାଟ୍ରିକ୍ ଗୋଲ କରିଥିଲେ।

Advertisment

ଆରମ୍ଭରୁ ହିଁ ଭାରତୀୟ ଦଳ ଭଲ ଖେଳ ଦେଖାଇଥିଲା। ଆସନ୍ତାକାଲି ଇଂଲଣ୍ଡ ସହ ଭାରତ ମୁହାଁମୁହିଁ ହେବ।