ଦୁନିଆ ପୁଣି ଦେଖିବ ଜଲୱା, ଆଜିଠୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ

ଆଜିଠୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଦୂନିଆ ପୁଣି ଦେଖିବେ ହକିର ଜଲୱା।

Hockey Match

ରାଉରକେଲାରେ ହକି ମ୍ୟାଚ ପାଇଁ ପ୍ରସ୍ତୁତି।

Niharika Rout
  • Published: Saturday, 28 December 2024
  • Updated: 28 December 2024, 09:28 AM IST

Sports

Latest News

ଆଜିଠୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଦୂନିଆ ପୁଣି ଦେଖିବେ ହକିର ଜଲୱା। ଆଜି ସନ୍ଧ୍ୟାରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ହକି ଇଣ୍ଡିଆ ଲିଗ୍‌ର ଉଦଘାଟନ ହେବ।

ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଟିମ୍ ଗୋନାସିକା ଓ ଦିଲ୍ଲୀ SG ପାଇପର୍ସ। ରାତି ୮ଟା ୧୫ରେ ମ୍ୟାଚ୍ ରହିଛି। ଆଜିଠୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ। ଏଥିରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ବିଭିନ୍ନ ଟିମରେ ଭାରତୀୟ ଖେଳାଳି ଏବଂ ବିଦେଶୀ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି।

Also Read

ହକି ଇଣ୍ଡିଆ ଲିଗ୍‌କୁ ନେଇ ଖେଳାଳି ଓ ଦର୍ଶକମାନେ ବେଶ୍ ଉତ୍ସାହିତ ଅଛନ୍ତି। ଦର୍ଶକଙ୍କ ଭିଡକୁ ନଜରରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story