ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ପାଇଁ ଓଡ଼ିଶା ସରକାର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି ଭାରତୀୟ ଟିମ୍ର ଭେଟେରାନ ଗୋଲ୍କିପର ପିଆର୍ ଶ୍ରୀଜେଶ। ତେବେ ସନ୍ନ୍ୟାସ କାହିଁକି ନେଲେ ସେନେଇ ଶ୍ରୀଜେଶ ମୁହଁ ଖୋଲିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Sports
ଜୁନିୟର ହକି ଏସିଆ କପ୍: ପାକିସ୍ତାନକୁ ଧୂଳି ଚଟାଇ ୫ମ ଟାଇଟଲ୍ ଜିତିଲା ଭାରତ
ଭାରତ ପକ୍ଷରୁ ସର୍ବାଧିକ ୪ଟି ଗୋଲ୍ ଦେଇ କ୍ୟାରିୟରର ଶ୍ରେଷ୍ଠ ପାଳି ଖେଳିଲେ ଅରିଜିତ ସିଂହ।
Hockey
ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି: ଚାଇନାକୁ ହରାଇ ଭାରତ ପୁଣି ଚାମ୍ପିୟନ
ଆଜିର ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି
Hockey
ଏସିଆନ ଚାମ୍ପିୟନ୍ସ ଟ୍ରଫି: ଫାଇନାଲରେ ଭାରତ, ବୁଧବାର ଚାଇନାକୁ ଭେଟିବ
ଓଡ଼ିଶାର ସୁନେଲିତା ଟୋପ୍ପୋ ନିଜର ଜଲୱା ଦେଖାଇ ୫୬ତମ ମିନିଟରେ ଲାରେମସିଆମିଙ୍କୁ ବଲ ପାସ୍ କରିବାରୁ ସେ ଗୋଲ କରିବାକୁ ସକ୍ଷମ ହୋଇଛନ୍ତି। ଆସନ୍ତାକାଲି ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ମହିଳା ଦଳ ଫାନାଲରେ ଚାଇନାକୁ ଭେଟିବ।
Hockey
ଇତିହାସ ରଚିଲା ଓଡ଼ିଶା ପୁରୁଷ ହକି ଦଳ, ପ୍ରଥମ ଥର ପାଇଁ ଜିତିଲା ଜାତୀୟ ସିନିୟର ହକି ଚାମ୍ପିୟନଶିପ
ସେମି ଫାଇନାଲରେ ମଣିପୁରକୁ ୪-୨ ଗୋଲରେ ପରାସ୍ତ କରି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ କରିଥିଲା।
Hockey
ଦ୍ୱିତୀୟ ମ୍ୟାଚ୍ ଜିତିଲା ଭାରତ, କିନ୍ତୁ ଶୁଟ ଆଉଟରେ ଜର୍ମାନୀ ଠାରୁ ସିରିଜ ହାରିଲା
ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। କିନ୍ତୁ ହକି ଟେଷ୍ଟ ସିରିଜକୁ ଘରୋଇ ଟିମ ଶୁଟ ଆଉଟରେ ଜର୍ମାନୀ ଠାରୁ ହାରି ଯାଇଛି।