ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟଙ୍କ କୋହଲିଙ୍କ ବ୍ୟାଟିଂରେ ଫିଦା ହୋଇଛନ୍ତି ଅଷ୍ଟ୍ରେଲିଆର ଡାଭିଡ୍ ୱାର୍ଣ୍ଣରଙ୍କ ସାନ ଝିଅ ଇଣ୍ଡି ରଇ। ଏପରି କି ସେ ବିରାଟଙ୍କ ଭଳି ବ୍ୟାଟିଂ କରିବାକୁ ଚାହୁଁଥିବା ମଧ୍ୟ କହୁଛନ୍ତି।
ୱାର୍ଣ୍ଣର ଆଜି ନିଜ ଇନଷ୍ଟଗ୍ରାମରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଇଣ୍ଡି ବ୍ୟାଟ୍ ଧରି ତାଙ୍କ ଘର ବାହାରେ ଖେଳୁଥିବା ଦେଖିବାକୁ ମିଳୁଛି। ସେ ଏହି ସମୟରେ ଏକ ଶଟ୍ ମାରିବା ବେଳେ “ମୁଁ ବିରାଟ୍ କୋହଲି’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ୱାର୍ଣ୍ଣର ଭିଡିଓର ଶୀର୍ଷରେ ଲେଖିଛନ୍ତି ଯେ “ମୁଁ ଜାଣିନି ଏଇଟା କ’ଣ। ହେଲେ ଇଣ୍ଡି ବୋଧେ ବିରାଟ୍ କୋହଲି ହେବାକୁ ଚାହୁଁଛି।”
ଦେଖନ୍ତୁ ଭିଡିଓ
View this post on Instagram
I’m not sure about this one 😂😂. Indi wants to be @virat.kohli Caption This?? 🤣🤣
A post shared by David Warner (@davidwarner31) on
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ
ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।