dc
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟଙ୍କ କୋହଲିଙ୍କ ବ୍ୟାଟିଂରେ ଫିଦା ହୋଇଛନ୍ତି ଅଷ୍ଟ୍ରେଲିଆର ଡାଭିଡ୍ ୱାର୍ଣ୍ଣରଙ୍କ ସାନ ଝିଅ ଇଣ୍ଡି ରଇ। ଏପରି କି ସେ ବିରାଟଙ୍କ ଭଳି ବ୍ୟାଟିଂ କରିବାକୁ ଚାହୁଁଥିବା ମଧ୍ୟ କହୁଛନ୍ତି।
ୱାର୍ଣ୍ଣର ଆଜି ନିଜ ଇନଷ୍ଟଗ୍ରାମରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଇଣ୍ଡି ବ୍ୟାଟ୍ ଧରି ତାଙ୍କ ଘର ବାହାରେ ଖେଳୁଥିବା ଦେଖିବାକୁ ମିଳୁଛି। ସେ ଏହି ସମୟରେ ଏକ ଶଟ୍ ମାରିବା ବେଳେ “ମୁଁ ବିରାଟ୍ କୋହଲି’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ୱାର୍ଣ୍ଣର ଭିଡିଓର ଶୀର୍ଷରେ ଲେଖିଛନ୍ତି ଯେ “ମୁଁ ଜାଣିନି ଏଇଟା କ’ଣ। ହେଲେ ଇଣ୍ଡି ବୋଧେ ବିରାଟ୍ କୋହଲି ହେବାକୁ ଚାହୁଁଛି।”
ଦେଖନ୍ତୁ ଭିଡିଓ
View this post on InstagramI’m not sure about this one 😂😂. Indi wants to be @virat.kohli Caption This?? 🤣🤣
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/dc.jpg)