୨୫୨ରେ ଭାରତ ଅଲ୍‌ଆଉଟ୍‌

ହ୍ୟାମିଲଟନ୍‌: ୱେଲିଙ୍ଗଟନ୍‌ରେ ଚାଲିଥିବା ୫ମ ଦିନିକିଆରେ ଭାରତ ୨୫୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୯୦ ରନ୍‌ କରିଥିବା ବେଳେ ବିଜୟ ଶଙ୍କର ୪୫, କେଦାର ଯାଦବ ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ କରିଥିଲେ। ବାକି କୌଣସି ଖେଳାଳି ନ୍ୟୁଜିଲ୍ୟାଣ୍ଡ ବୋଲର୍‌ଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ରୋହିତ ଶର୍ମା ୨, ଶିଖର ଧବନ ୬, ଶୁଭମ୍‌ ଗିଲ ୭, ମହେନ୍ଦ୍ର ସିଂହ ଧୋନି ୧, ଭୁବନେଶ୍ୱର କୁମାର […]

cricket

cricket

Rakesh Mallick
  • Published: Sunday, 03 February 2019
  • Updated: 03 February 2019, 04:49 PM IST

Sports

Latest News

ହ୍ୟାମିଲଟନ୍‌: ୱେଲିଙ୍ଗଟନ୍‌ରେ ଚାଲିଥିବା ୫ମ ଦିନିକିଆରେ ଭାରତ ୨୫୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ଅମ୍ବାତି ରାୟୁଡୁ ସର୍ବାଧିକ ୯୦ ରନ୍‌ କରିଥିବା ବେଳେ ବିଜୟ ଶଙ୍କର ୪୫, କେଦାର ଯାଦବ ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ କରିଥିଲେ।

ବାକି କୌଣସି ଖେଳାଳି ନ୍ୟୁଜିଲ୍ୟାଣ୍ଡ ବୋଲର୍‌ଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ। ରୋହିତ ଶର୍ମା ୨, ଶିଖର ଧବନ ୬, ଶୁଭମ୍‌ ଗିଲ ୭, ମହେନ୍ଦ୍ର ସିଂହ ଧୋନି ୧, ଭୁବନେଶ୍ୱର କୁମାର ୬, ମହମ୍ମଦ ଶାମି ୧ ରନ୍‌ କରି ଆଉଟ୍‌ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ ବୋଲର ମ୍ୟାଟ୍‌ ହେନରୀ ୪ଟି ୱିକେଟ୍‌ ନେଇଥିଲେ। ସେହିପରି ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଜମି ନିଶାମ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ। ଦୁଇଜଣ ଭାରତୀୟ ବୋଲର ରନ୍‌ ଆଉଟ୍‌ ହୋଇଥିଲା।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଶେଷ ଦିନିକିଆକୁ ଓହ୍ଲାଇଛି। ରୋହିତ ଟସ୍‌ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ଘାତକ ବୋଲିଂ ଆଗରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୮ ରନ୍‌ରେ ୪ଟି ୱିକେଟ୍‌ ହରାଇ ସଙ୍କଟରେ ପଡିଥିବା ଭାରତକୁ ରାୟୁଡୁ ଓ ବିଜୟ ଉଦ୍ଧାର କରିଥିଲେ। ଉଭୟଙ୍କ ମଧ୍ୟରେ ୯୨ ରନ୍‌ର ପାର୍ଟନର୍‌ସିପ କରିଥିଲେ। ଏହାପରେ କେଦାରଙ୍କ ସହ ମିଶି ରାୟୁଡୁ ୭୪ ରନ୍‌ର ପାର୍ଟନର୍‌ସିପ କରିଥିଲେ। ରାୟୁଡୁ ୯୦ ରନ୍‌ କରି ଆଉଟ୍‌ ହେବା ପରେ ପାଣ୍ଡ୍ୟା କ୍ରିଜ୍‌କୁ ଆସିଥିଲେ। କେଦାର ଓ ପାଣ୍ଡ୍ୟାଙ୍କ ଯୋଡ଼ି ମାତ୍ର ୧୩ ରନ୍‌ କରିଥିଲେ। ୨୦୩ ରନ୍‌ରେ କେଦାରଙ୍କ ୱିକେଟ୍‌ ପତନ ପରେ ପୁଣି ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story