ତୃତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ହାମିଲ୍‌ଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ଆଜି ହାମିଲ୍‌ଟନ୍‌ରେ ଖେଳାଯିବ। ଭାରତ ଟସ୍‌ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଛି। ସିରିଜ୍‌ ଏବେ ୧-୧ ସ୍ଥିତିରେ ଥିବାରୁ ଦୁଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଖେଳାଳିଙ୍କୁ ଫୁଲ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି […]

cricket

cricket

Rakesh Mallick
  • Published: Sunday, 10 February 2019
  • Updated: 10 February 2019, 12:29 PM IST

Sports

Latest News

ହାମିଲ୍‌ଟନ୍‌: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ତଥା ତୃତୀୟ ଟି-ଟ୍ୱେଣ୍ଟି ଆଜି ହାମିଲ୍‌ଟନ୍‌ରେ ଖେଳାଯିବ। ଭାରତ ଟସ୍‌ ଜିତି ଫଲ୍ଡିଂ ନିଷ୍ପତ୍ତି ନେଇଛି। ସିରିଜ୍‌ ଏବେ ୧-୧ ସ୍ଥିତିରେ ଥିବାରୁ ଦୁଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବେ।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଖେଳାଳିଙ୍କୁ ଫୁଲ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ କରିଥିଲା।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା(ଅଧିନାୟକ), ଶିଖର ଧୱନ, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ଏମ୍‌ଏସ୍‌ ଧୋନି(ୱି),କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ ଓ ବିଜୟ ଶଙ୍କର।

ନ୍ୟୁଜିଲ୍ୟାଣ୍ଡ ଟିମ୍‌: ଟିମ୍‌ ସେଫର୍ଟ, କଲିନ୍‌ ମନରୋ, କେନ୍‌ ୱିଲିମସନ(ଅଧିନାୟକ), ଡି ମିଚେଲ, ରସ ଟେଲର, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ସ୍କଟ କୁଙ୍ଗିଲେଜିନ, ଟିମ ସାଉଦି, ଈଶ ଶୋଢ଼ି ଓ ବାଲାଇର ଟିକନେଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story