ସରିଲା ଏସିଆନ୍‌ ଗେମସ୍‌: ଟିମ୍ ଇଣ୍ଡିଆର ଆକର୍ଷଣୀୟ ପ୍ରଦର୍ଶନ

ଜାକର୍ତ୍ତା : ଜାକର୍ତ୍ତା ଏସିଆଡ଼ରେ କମାଲ କଲା ଟିମ୍‌ ଇଣ୍ଡିଆ। ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ପାଇ ଭାରତ ନୂଆ ରେକର୍ଡ ସୃଷ୍ଟି  କରିଛି। ଏସିଆଡରେ ଆଥଲେଟିକ୍ସରେ ଭାରତକୁ ସବୁଠାରୁ ଅଧିକ ପଦକ ମିଳିଛି। ୨୦୧୪ ଏସିଆନ ଗେମ୍‌ସର ଆଥଲେଟିକ୍ସ ବିଭାଗରେ ୧୩ଟି ମେଡାଲ  ମିଳିଥିଲା ବେଳେ ଏଥର ୧୯ଟି ମିଳିଛି । ଆଥଲେଟ୍‌ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି […]

image-1

image-1

Tapas Behera
  • Published: Sunday, 02 September 2018
  • Updated: 02 September 2018, 02:10 PM IST

Sports

Latest News

ଜାକର୍ତ୍ତା : ଜାକର୍ତ୍ତା ଏସିଆଡ଼ରେ କମାଲ କଲା ଟିମ୍‌ ଇଣ୍ଡିଆ। ୧୫ଟି ସ୍ୱର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି ବ୍ରୋଞ୍ଜ ପଦକ ପାଇ ଭାରତ ନୂଆ ରେକର୍ଡ ସୃଷ୍ଟି  କରିଛି। ଏସିଆଡରେ ଆଥଲେଟିକ୍ସରେ ଭାରତକୁ ସବୁଠାରୁ ଅଧିକ ପଦକ ମିଳିଛି। ୨୦୧୪ ଏସିଆନ ଗେମ୍‌ସର ଆଥଲେଟିକ୍ସ ବିଭାଗରେ ୧୩ଟି ମେଡାଲ  ମିଳିଥିଲା ବେଳେ ଏଥର ୧୯ଟି ମିଳିଛି ।

ଆଥଲେଟ୍‌ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ନୂଆ ଜାତୀୟ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ସ୍ୱପ୍ନା ବର୍ମନ ହେପଟାଥଲନରେ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅର୍ପିନ୍ଦର ସିଂ ଟ୍ରିପଲ ଜମ୍ପରେ ୪୮ବର୍ଷ ପରେ ସ୍ୱର୍ଣ୍ଣ ଉପହାର  ଦେଇଛନ୍ତି । ମନଜିତ ସିଂ ୮୦୦ମିଟର ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଜିନସନ୍ ଜନସନ୍ ୧୫ଶହ ମିଟର ଦୌଡରେ ବାହାରିନ ଖେଳାଳିଙ୍କୁ ପଛରେ  ପକାଇ ସ୍ଵର୍ଣ୍ଣ ଜିତିଥିଲେ।

ମହିଳା ରିଲେ ଟିମରେ ଭାରତୀୟ ଆଥଲେଟ ମାନେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲେ। ରିଲେରେ ଭାରତୀୟ  ଟିମ୍ ସ୍ୱର୍ଣ୍ଣ ପଦକ ପାଇଥିଲା। ଓଡ଼ିଶାର ଦୂତୀ ଚାନ୍ଦ ୧୦୦ମିଟର ଓ ୨୦୦ମିଟର ଦୌଡରେ ଦୁଇଟି ରୌପ୍ୟ ପଦକ ପାଇଁ ନୂଆ ରେକର୍ଡ  କରିଛନ୍ତି। ଏଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ତାଙ୍କୁ ତିନି କୋଟି ଟଙ୍କାର ନଗଦ ରାଶି ପୁରସ୍କାର ଦିଆଯାଇଛି। ଏହାସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ  ରାଜ୍ୟ ସରକାର ବହନ କରିବେ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।  ଆଥ୍‌ଲେଟିକ୍ସରେ ଟିମ ଇଣ୍ଡିଆ ୭ଟି ସ୍ୱର୍ଣ୍ଣ , ୧୦ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ  ପଦକ ପାଇଛି ।

ଶୁଟିଂ

ଶୁଟିଂରେ ଭାରତ ପାଇଁ ନୂଆ ସମ୍ଭାବନା ଦେଖାଦେଇଛି । ମାତ୍ର ୧୬ବର୍ଷ ବୟସରେ ସୌରଭ ଚୌଧୁରୀ ୧୦ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ଶାର୍ଦ୍ଦୁଲ ଭିହାନ୍ ମାତ୍ର ୧୫ ବର୍ଷ ବୟସରେ ମେନସ ଡବଲ ଟ୍ରାପରେ ରୌପ୍ୟ ପଦକ ପାଇଛନ୍ତି।  ରାହି ସୋର୍ଣ୍ଣାବତ୍ ୨୫ମିଟର ପିସ୍ତଲ ଇଭେଣ୍ଟରରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ଶୁଟିଂରେ ଭାରତକୁ ୨ଟି ସ୍ୱର୍ଣ୍ଣ , ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ମିଳିଛି ।

କୁସ୍ତି

କୁସ୍ତିରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି । ୬୫କେଜି ବର୍ଗରେ ବଜରଙ୍ଗ ପୁନିଆ ଓ ୫୦କେଜି ବର୍ଗରେ ଭିନେଶ ଫୋଗାଟ୍ ଭାରତକୁ ସ୍ୱର୍ଣ୍ଣ ଉପହାର ଦେଇଛନ୍ତି । ଭାରତର ପ୍ରଥମ ମହିଳା ଭାବେ କୁସ୍ତିରେ ଭିନେଶ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

ବକ୍ସିଂ

ବକ୍ସିଂରେ ଅମିତ ପଙ୍ଘଲ ଅଲିମ୍ପିକର ସ୍ୱର୍ଣ୍ଣ ପଦକ ବିଜେତା ହାସନବେ ଦୁସମାଟୋଭଙ୍କୁ ପରାସ୍ତ କରି ଭାରତ ପାଇଁ ନୂଆ ସମ୍ଭାବନା ସୃଷ୍ଟି  କରିଛନ୍ତି  ।

ବ୍ରିଜ୍‌

ପୁରୁଷ ବ୍ରିଜ୍‌ରେ ମଧ୍ୟ ଭାରତ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ଜିତିଛି। ପ୍ରଣବ ବର୍ଦ୍ଧନ ଓ ସିଦ୍ଧାର୍ଥ ସରକାର ଫାଇନାଲରେ ଚମତ୍କାର ପ୍ରଦର୍ଶନ  କରିଥିଲେ।

ଟେନିସ

ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ଦିବିଜ୍ ସରନ୍ ଡବଲ୍ସରେ କାଜାକିସ୍ତାନ ଯୋଡିଙ୍କୁ ସିଧାସଳଖ ୬-୩, ୬-୪ ସେଟରେ ପରାସ୍ତ କରି  ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ନୌଚାଳନା

ନୌଚାଳନାରେ ମିଳିଛି ସ୍ୱର୍ଣ୍ଣ। କ୍ୱାଡ୍ରପଲ୍ ସ୍କଲ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ସ୍ବରନ ସିଂହ, ଦତ୍ତୁ ବବନ ଭୋକାନାଲ, ଓମ୍ ପ୍ରକାଶ  ଓ ସୁଖମିତ୍ ସିଂହ।

ରୋଇଂରେ ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ଓ ଦୁଇଟି  ବ୍ରୋଞ୍ଜ ପଦକ ପାଇଛି।

ବ୍ୟାଡମିଣ୍ଟନ

ବ୍ୟାଡମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ ସିଙ୍ଗଲସ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।   ଅନ୍ୟପକ୍ଷରେ ସାଇନା ନେହୱାଲଙ୍କୁ ବ୍ରୋଞ୍ଚ ପଦକ ମିଳିଛି।

ହକି

ଏସିଆଡରେ ଟିମ ଇଣ୍ଡିଆ ଉଭୟ ପୁରୁଷ ଓ ମହିଳା ହକିରେ ଟାଇଟଲ ଦାବିଦାର ଥିଲା  କିନ୍ତୁ ମହିଳା ଟିମ୍ କଡା ମୁକାବିଲା କରି ଜାପାନ  ଠାରୁ ଫାଇନାଲରେ ହାରି ଯାଇଥିଲା  ୩୬ବର୍ଷ ପରେ ମହିଳା ଟିମ ପାଇଁ ହକିରେ ସ୍ୱର୍ଣ୍ଣ ଜିତିବାର ସୁଯୋଗ ରହିଥିଲେ ମଧ୍ୟ ଦଳ ଏହାକୁ  ହାତଛଡ଼ା କରିଥିଲା।  ଭାରତୀୟ ମହିଳା ଟିମରେ ଓଡ଼ିଶାର ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଲିଲିମା ମିଂଜ ସଦସ୍ୟ  ରହିଥିଲେ।  ସେହିପରି ପୁରୁଷ ଟିମ୍ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story