Advertisment

ଦ୍ୱିତୀୟ ଟି-ଟ୍ୱେଣ୍ଟି: ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଆକଲ୍ୟାଣ୍ଡ: ଅକଲ୍ୟାଣ୍ଡର ଇଡେନ୍‌ ପାର୍କରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି- ଟ୍ୱେଣ୍ଟି ଖେଳା ଯାଉଛି। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି। ୬ ଓଭରରେ ଦଳ ୪୩ ରନ୍‌ କରି ଦୁଇ ୱିକେଟ୍‌ ହରାଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଇଫେର୍ଟ ଏବଂ କଲିନ ମନରୋ ୧୨ ରନ୍‌ ଲେଖାଏ କରି ଆଉଟ୍‌ ହୋଇଛନ୍ତି। ସାଇଫେର୍ଟଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିବା ବେଳେ ମନରୋଙ୍କୁ କ୍ରୁନାଲ ପାଣ୍ଡ୍ୟା ଆଉଟ୍‌ କରିଛନ୍ତି। […]

ଅଦ୍ୟତନ ହୋଇଛି
ଦ୍ୱିତୀୟ ଟି-ଟ୍ୱେଣ୍ଟି: ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

kurnal

Advertisment

ଆକଲ୍ୟାଣ୍ଡ: ଅକଲ୍ୟାଣ୍ଡର ଇଡେନ୍‌ ପାର୍କରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି- ଟ୍ୱେଣ୍ଟି ଖେଳା ଯାଉଛି। ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳକୁ ପ୍ରାରମ୍ଭିକ ଝଟକା ଲାଗିଛି। ୬ ଓଭରରେ ଦଳ ୪୩ ରନ୍‌ କରି ଦୁଇ ୱିକେଟ୍‌ ହରାଇଛି।

Advertisment

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟିମ୍‌ ସାଇଫେର୍ଟ ଏବଂ କଲିନ ମନରୋ ୧୨ ରନ୍‌ ଲେଖାଏ କରି ଆଉଟ୍‌ ହୋଇଛନ୍ତି। ସାଇଫେର୍ଟଙ୍କୁ ଭୁବନେଶ୍ୱର କୁମାର ଆଉଟ୍‌ କରିଥିବା ବେଳେ ମନରୋଙ୍କୁ କ୍ରୁନାଲ ପାଣ୍ଡ୍ୟା ଆଉଟ୍‌ କରିଛନ୍ତି।

ସୂଚନାଯୋଗ୍ୟ ୩ ଟିକିଆ ଟି- ଟ୍ୱେଣ୍ଟି ସିରିଜ୍‌ରେ ଭାରତ ୧-୦ରେ ପଛରେ ରହିଛି। ଏହି ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତିରେ ରହିଛି। ଏଥିରେ ଜିତି ଭାରତ ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe