ରାଜକୋଟ୍‌ ଟେଷ୍ଟ୍‌: ଭାରତକୁ ପ୍ରାରମ୍ଭିକ ଝଟକା, ଶୂନରେ ରାହୁଲ୍‌ ଆଉଟ୍‌

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଭାରତ ଗୋଟିଏ ୱିକେଟ୍‌ ହରାଇ ୧୦୦ ରନ୍‌ ଅତିକ୍ରମ କରିଛି। ପୃଥ୍ୱୀ ଶ’  ଏବଂ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ଅଛନ୍ତି। ପୃଥ୍ୱୀ ଶ’ ଅର୍ଦ୍ଧ ଶତକ କରି ଖେଳୁଛନ୍ତି। ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

lokesh

lokesh

Rakesh Mallick
  • Published: Thursday, 04 October 2018
  • Updated: 04 October 2018, 11:09 AM IST

ରାଜକୋଟ: ରାଜକୋଟ୍‌ର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଛି।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି।

ଭାରତ ଗୋଟିଏ ୱିକେଟ୍‌ ହରାଇ ୧୦୦ ରନ୍‌ ଅତିକ୍ରମ କରିଛି।

ପୃଥ୍ୱୀ ଶ’  ଏବଂ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ଅଛନ୍ତି। ପୃଥ୍ୱୀ ଶ’ ଅର୍ଦ୍ଧ ଶତକ କରି ଖେଳୁଛନ୍ତି।

ଏକମାତ୍ର ଖେଳାଳି ଭାବେ ଶୂନରେ ଲୋକେଶ ରାହୁଲ ଆଉଟ୍‌ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos