Advertisment

ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ

ହାମିଲ୍‌ଟନ୍‌: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-ଟ୍ୱେଣ୍ଟି ଖେଳାଯିବ। ୧-୧ ସ୍ଥିତିରେ ଥିବା ଦୁଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଖେଳାଳିଙ୍କୁ ଫୁଲ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ କରିଥିଲା। ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜି ଜିତି ଇତିହାସ ରଚିଥିବା […]

ଅଦ୍ୟତନ ହୋଇଛି
ଆଜି ଶେଷ ଟି-ଟ୍ୱେଣ୍ଟି: ସିରିଜ୍‌ ହାତେଇବା ଲକ୍ଷ୍ୟରେ ଦୁଇ ଦଳ

cricket

Advertisment

ହାମିଲ୍‌ଟନ୍‌: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-ଟ୍ୱେଣ୍ଟି ଖେଳାଯିବ। ୧-୧ ସ୍ଥିତିରେ ଥିବା ଦୁଇ ଦଳ ଏହି ମ୍ୟାଚ୍‌ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

Advertisment

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଖେଳାଳିଙ୍କୁ ଫୁଲ୍‌ ଫର୍ମରେ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ୧-୧ କରିଥିଲା।

ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜି ଜିତି ଇତିହାସ ରଚିଥିବା ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡରେ ଦିନିକିଆ ସିରିଜ୍‌କୁ ହାତେଇ ସାରିଛି। ଆଜି ଶେଷ ଟି-ଟ୍ୱେଣ୍ଟି ଜିତି ଦଳ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ଟ୍ରଫି ସହ ସ୍ୱଦେଶ ଫେରିବା ଲକ୍ଷ୍ୟରେ ରହିଛି।

Advertisment

ଅନ୍ୟପକ୍ଷରେ ଦିନିକିଆ ସିରିଜ୍‌ ହାତଛଡ଼ା କରିଥିବା ନ୍ୟୁଜିଲ୍ୟାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ ଜିତି ନିଜ ମାଟିରେ ନିଜର ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe